ତୁଣ୍ଡି ନଦେଲେ ତଣ୍ଡ ଗଣିବା ଥୟ : ଆଜିଠୁ କଡାକଡି

ଭୁବନେଶ୍ୱର (ଶାସକ ପ୍ରଶାସକ ) : ୯ ଏପ୍ରିଲ ୨୦୨୦ ଅର୍ଥାତ ଆଜି ସକାଳ ୭ଟାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏହି ନିୟମକୁ ରାଜ୍ୟବ୍ୟାପୀ କଡାକଡି କରାଯାଇଛି | ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକକୁ ମାସ୍କ ଦ୍ବାରା ଆବୃତ୍ତ କରନ୍ତୁ। ଯାହାପାଖରେ ମାସ୍କ ନାହିଁ,…

ଦେଖନ୍ତୁ ଆପଣଙ୍କ ଅଂଚଳରେ କେଉଁଠି ବସିବ ଅସ୍ଥାୟୀ ହାଟ !

ଭୁବନେଶ୍ୱର(ଶାସକ ପ୍ରଶାସକ )କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କାରାଯାଉଥିବା ବେଲେ ବିଭିନ୍ନ ହାଟ ବଜାରରେ ଅଯଥା ଭିଡକୁ ଏଡାଇ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ବିଭନ୍ନ ସ୍ଥାନରେ ୪୪ଟି ଅସ୍ଥାୟୀ ହାଟ ଚିହ୍ନଟ…

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ 

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି | ୧୦ଟା ୪୫ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବୈଠକରେ ସାମ୍ପ୍ରତିକ ସ୍ଥିତି ପରିପ୍ରେକ୍ଷୀରେ କିଛି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯିବ | ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

 ରାସନ କାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବଂଟନ

ଓଡ଼ଗାଁ, କୁୁରାଳ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଂଚାୟତରେ ରାସନ କାର୍ଡ ହିତାଧିକାରୀଙ୍କୁ ଆର୍ଥୀକ ସହାୟତା ବଂଟନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣ ଭୟରେ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବାରୁ ଲୋକମାନେ କୈାଣସି କାମଧନ୍ଦା ନପାଇ ଘରେ ବସି ରହିଥିବା…

ସୁନ୍ଦରଗଡ଼ ଜିଲ୍ଲାରେ ଖବରଦାତା ପରିଚୟ ଦେଇ ଜଣେ ବ୍ୟକ୍ତି ଗିରଫ

ସୁନ୍ଦରଗଡ଼(ହରଚଣ୍ଡ ଦେଉରିଆ)  :- ସୁନ୍ଦରଗଡ଼ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ବିଭିନ୍ନ ସରକାରୀ କର୍ମଚାରୀ ମାନେ ଏହି ଜିଲ୍ଲାରେ ଅନେକ ହରିଲୁଟ ଚଳାଇଥିବା ନଜିର ରହିଛି | ଆଉ ଏବେ ସବୁଠୁ ସହଜ ଉପାୟ ପାଲଟିଛି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେବା |  ଜିଲ୍ଲାରେ ସାମ୍ବାଦିକ…

ଏପଟେ କରୋନା ଚିନ୍ତା , ସେପଟେ ମାତିଛି ଦନ୍ତା : ଭୟାତୁର ଜନତା

ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ସେକସନ ଅଂଚଳରେ ଏକ ହାତୀ ବିଭିନ୍ନ ସ୍ଥାନ ବୁଲାବୁଲି କରି ଅଂଚଳ ବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଗୋଟିଏ ଦିନ ପୂର୍ବରୁ ପଦ୍ମପୁର ରଜାପଡାର ଗୋଟିଏ ପରିବାରର ୩ଜଣକୁ ହାତୀ ଘର ଭିତରେ ଶୋଇଥିବା ଅବସ୍ଥାରେ…

ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ , ଜଣେ ମୃତ, ଦୁଇ ସୁସ୍ଥ,  ୩୯ ଜଣ ଚିକିତ୍ସିତ

ଗୁଜବ ପ୍ରଚାର ଅଭିଯୋଗରେ ୫୫ ଜଣଙ୍କୁ ପୋଲିସ୍ ଗିରଫ ଶ୍ରମିକ ସହାୟତା କଲ୍ ସେଣ୍ଟର ଟୋଲ୍ ଫ୍ରି  ନଂ-୧୮୦୦୩୪୫୬୭୦୩ ଜାରି ଭୁବନେଶ୍ୱର : (ଶାସକ ପ୍ରଶାସକ) :ଏପ୍ରିଲ ୮ ତାରିଖ ସୁଦ୍ଧା  ଓଡ଼ିଶାରେ ୨୪୪୧ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨ ଜଣ…

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଛି ମୋଟ ୩୪ଟି କରୋନା ପଜିଟିଭ୍

ଭୁବନେଶ୍ୱର (ଶାସକ ପ୍ରଶାସକ) :ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଓ ଏହାକୁ ପ୍ରତିହତ କରିବା ପାଇଁ ବିଏମସି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା  ପଦକ୍ଷେପ ସଂପର୍କରେ ଭୁବନେଶ୍ୱର ମହାନଗର ନିଗମ କମିଶନର  ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇଛନ୍ତିା …

ଜାଣିରଖନ୍ତୁ  ଭୁବନେଶ୍ୱରର କେଉଁ ଗୁଡିକ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର(ଶାସକ ପ୍ରଶାସକ)  ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛିା ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ କରାଯାଉଛି କିମ୍ବା ସଂକ୍ରମିତ ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସଂକ୍ରମିତ ରାଜ୍ୟ କିମ୍ବା…

ମନ୍ଦିର ସେବାୟତ ଓ ପାଇକମାଲ ନାଗରିକ କମିଟି ସହିତ ଆଲୋଚନା କଲେ ଉପଜିଲ୍ଲାପାଳ

ବରଗଡ/ଶାସକ ପ୍ରଶାସକ  :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ପହଂଚି  ମନ୍ଦିର ପରିଚାଳନା କମିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ମହାପ୍ରଭୁଙ୍କ ସେବାୟତ ମାନଙ୍କର ସହିତ ଆଲୋଚନା କରିଥିଲେ । ମୁଖ୍ୟତଃ ଲକଡାଉନ ପରେ…