ଏଲଏସିରେ ଉତ୍ତେଜନା ଭିତରେ ନିଯୁକ୍ତ ହେଲେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ
ନୂଆଦିଲ୍ଲୀ: ଚାଇନା ଓ ଭାରତ ଭିତରେ ଏଲଏସିରେ ଉତ୍ତେଜନା ଜାରି ରହିଥିବା ବେଳେ ଭିତରେ ଭାରତୀୟ ବାୟୁସେନା ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଏୟାର ମାର୍ଶଲ ବିବେକ ଚୌଧୁରୀ | ସୂଚନାଯୋଗ୍ୟଯେ ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ (ଡବ୍ଲୁଏସି)…