ଆଜି : ୨୪  ଜିଲ୍ଲାରୁ ୧୩୨୦  କରୋନା ପଜିଟିଭ 

0
  • ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ଚବିଶ ହଜାର.ପ୍ରାଣ ହରାଇଲେ ୧୦ ଜଣ 

  •  ଗଂଜାମ ୫୬୦ , ଖୋରଧା ୧୭୪,  ପୁରୀ ଓ ଗଜପତି ୯୦ ଲେଖାଏ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରୋନା ଭୟଙ୍କର ସ୍ଥିତି ପରିସ୍ଥିତି କରିଥିବା ବେଳେ ରାଜ୍ୟରେ ଅଣାୟତ୍ତ  କରି ଦେଇଛି କାରଣ | ଆଜି  ରାଜ୍ୟରେ ପୂର୍ବର ରେକର୍ଡ ଭାଙ୍ଗି ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୪   ଜିଲ୍ଲାରୁ ୧୩୨୦  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ସେମାନଙ୍କ ମଧ୍ୟରୁ କବାରେଣ୍ଟାଇନରୁ ୮୮୭   ଜଣ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୪୩୩ ଜଣ | ଫଳରେ ମୋଟ ଆକ୍ରାନ୍ତଙ୍କ ସାଂଖ୍ୟ ୨୪୦୧୩   ରେ ପହଂଚିଛି | ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୫୨୦୦  ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୮୬୫୦ ରେ ପହଂଚିଛି | ଆଜି ପ୍ରାଣ ହରାଇଛନ୍ତି ୧୦ଜଣ କରୋନା ଯୋଗୁ | 

 ସର୍ବାଧିକ ଚିହ୍ନଟ ହୋଇଛି ଗଂଜାମ ଜିଲ୍ଲାରୁ ୫୬୦ ଜଣ |  ସେହିପରି ଅନୁଗୁଳ  ୬, ବାଲେଶ୍ୱର ୨୩,  ବରଗଡ  ୧୪,  ଭଦ୍ରକ ୨୮, ବଲାଙ୍ଗୀର  ୯, କଟକ ୪୭, ଦେଓଗଡରୁ  ୧, ଗଜପତି  ୯୦, ଜଗତସିଂହପୁର ୩, ଯାଜପୁର  ୨୩, ଝାରସୁଗୁଡା  ୨,  କଳାହାଣ୍ଡି  ୧, କନ୍ଧମାଳ  ୩୯, କେନ୍ଦ୍ରାପଡା ୧, କେନ୍ଦୁଝର  ୨୪, ଖୋର୍ଦ୍ଧା ୧୭୪, କୋରାପୁଟ  ୩୦, ନୟାଗଡ  ୩୮,  ନୂଆପଡ଼ାରୁ  ୪, ପୁରୀ  ୯୦, ରାୟଗଡା  ୬୫, ସୋନେପୁର ଜଣ ଓ ସୁନ୍ଦରଗଡ ୪୭ଜଣ ଚିହ୍ନଟ ହୋଇଛନ୍ତି | 

Leave A Reply

Your email address will not be published.