ବନ୍ଧବାହାଲ, ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ବନ୍ଧବାହାଲର ଏମସିଏଲର ଏକ କ୍ବାର୍ଟରରୁ 13 ଫୁଟ ଲମ୍ବର ଏକ ବିଶାଳ ଅଜଗର ସାପ ଉଦ୍ଧାର ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସାପ ଉଦ୍ଧାରକାରୀ ଶ୍ରୀ ସଂଜୀବ ପ୍ରଧାନ ଏବଂ ଵି କେ ରାଉତ ଏହି ବିଶାଳକାୟ ସରୀସୃପକୁ ଦକ୍ଷତା ସହକାରେ ଧରିଥିଲେ। ପରେ ଏହାକୁ ସୁନାରୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.