ବିଜେପି ଯୁବ ନେତା ଜଣେଇଲେ ଦାବି : ସରକାରି ବିଦ୍ୟାଳୟ ରେ ସମ୍ବଲପୁରୀ ପୋଷାକ ଡ୍ରେସ କୋଡ଼ ହେଉ ।

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା ଜିଲ୍ଲା ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ସମ୍ବଲପୁରୀ ବସ୍ତ୍ର କୁ ଡ୍ରେସ କୋଡ଼ ଘୋଷଣା କାର୍ଯ୍ୟକାରୀ କରାଯାଉ ବୋଲି ଆଜି ବିଜେପି  ଯୁବ ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିମଳେନ୍ଦୁ ଭୋଳ…

ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ‘ଏଇଟା ଜୀବନ ଭି’ ତରଫରୁ ସମ୍ବଲପୁରୀ ଦିବସ ପାଳନ

ଝାରସୁଗୁଡ଼ା (ସୁଭାଷ ସହାରେ): ସମ୍ବଲପୁରୀ ଦିନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ 'ଏଇଟା ଜୀବନ ଭି' ତରଫରୁ ସମ୍ବଲପୁରୀ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ସରବାହାଲସ୍ଥିତ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ପରିସରରେ କରାଯାଇଥିଲା। ଝାରସୁଗୁଡ଼ା ରକ୍ତ ଭଣ୍ଡାରରେ…

ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦିବେଶ। 

ଝାରସୁଗୁଡ଼ା (ସୁଭାଷ ସହାରେ):ନଦୀର ସୁଅ ଯେତେ ପ୍ରଖର ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିକୂଳ ପରିସ୍ଥିତିକୁ ହରାଇବାର ଲକ୍ଷ୍ୟ ଯାହାକୁ ମଧ୍ୟ ସଫଳତା ପାଇବାରୁ ଅଟକାଇ ପାରେ ନାହିଁ ବୋଲି ପ୍ରମାଣିତ କରିଦେଲେ   ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ୯୦ ଶତକଡ଼ା ନମ୍ବର ରଖି ଝାରସୁଗୁଡ଼ା…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଉଦଘାଟନ କଲେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଝାରସୁଗୁଡା/ସୁବାଷ ସାହାରେ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ ବନ୍ଧପାଳି ପଞ୍ଚାୟତ ଠାକୁରପଡା ଗ୍ରାମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଦ୍ବାରା ଗୁରବାର ଦିନ ୭୧ ତମ ବନମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ଝାରସୁଗୁଡ଼ା ବନାଞ୍ଚଳ ଅଧିକାରୀ ଲଳିତ ପାତ୍ର, ଏସିଆର ବାସିଲ…

ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ମାରୁତି ସ୍ୱିଫ୍ଟ କାର୍

ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା  ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀପଦର ଛକ ନିକଟରେ ଗୋଟିଏ ମାରୁତି ସ୍ୱିଫ୍ଟ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ ଟା ସମୟରେ ବୌଦ୍ଧ ଠାରୁ ମନମୁଣ୍ଡା ଦିଗକୁ…

ଛ’ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ପୁଣି ଛଅଟି ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୩୨୩ କୁ ପହଞ୍ଚି ଯାଇଛି।  ପ୍ରଥମ ଦୁଇଟି ମାମଲା ହୋଟେଲ ଅମରରେ ଦେୟଯୁକ୍ତ କ୍ବାରେନ୍ଟାଇନରେ…

ଲାୟନ୍ସ କ୍ଲବ୍ ତରଫରୁ ସରକାରୀ ଅଫିସ ମାନଙ୍କୁ ବିଭିନ୍ନ ସହାୟତା ସାମଗ୍ରୀ ବଣ୍ଟନ। 

ଝାରସୁଗୁଡ଼ା :(ସୁଭାଷ ସହାରେ):  ଲାୟନ୍ସ କ୍ଲବ୍ ଝାରସୁଗୁଡ଼ା ତରଫରୁ ଆଜି ସହରର ଅନେକ ଉଠା ଦୋକାନୀ ମାନଙ୍କୁ ୪୦୦ରୁ ଊର୍ଦ୍ଧ୍ବ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଏହାବ୍ୟତୀତ କ୍ଲବ ତରଫରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଲିସ ଷ୍ଟେସନ ଓ ସବ୍ କଲେକ୍ଟର ଅଫିସ ରେ ମଧ୍ୟ କୋରୋନା…

କରୋନା କଟକଣା: ଓଡ଼ିଆ ବୋହୁଙ୍କୁ ଛତିଶଗଡ ବାପ ଘର ମନା

ଝାରବନ୍ଧ-ମନୋହର ଦାଶ : ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀ ର ସମ୍ପର୍କ କୁ ମଜବୁତ କରି ଗଢି ତୋଳିବା ର ସଂକଳ୍ପ ମୟ ଦିବସ  ଟିଏ ଯାହାକୁ ବର୍ଷକ ପାଇଁ ଅପେକ୍ଷା ର ଦିନ ବୋଲି କୁହାଯାଇଥାଏ।ଚଳିତବର୍ଷ ମହାମାରୀ କରୋନା ସବୁ କିଛି ନିଜ କବଜା କୁ ନେଇ ଯାଇଥିବା ବେଳେ ରକ୍ଷାବନ୍ଧନ ମଧ୍ୟ ଫିକା ପଡିଯିବା…

ମହାନଦୀ ସ୍ରୋତ ରେ ଭାସି ଯାଉଥିବା ଅଜଣା ଯୁବକ ଉଦ୍ଧାର

ବୌଦ୍ଧ (ଶାସକ ପ୍ରଶାସକ) – ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଅଜଣା ଯୁବକଙ୍କୁ ବୌଦ୍ଧ ଜିଲ୍ଲା  ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଞ୍ଚାୟତର ଅତଳସରା ନିକଟରୁ ଆଜି ଅପରାହ୍ନ  4 ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ଆଜି  ଅପରାହ୍ନ ପ୍ରାୟ…

ଆଜି ୧୦ ଜୀବନ ଯାଇଥିବା ବେଳେ ସୁସ୍ଥ ହେଲେ ୬୮୧ ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ବି କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୬୮୧ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୯୫୪ ରେ ପହଂଚିଛି | ଆଜି ସର୍ବାଧିକ ୧୬୨ଜଣ ଖୋର୍ଦ୍ଧା, ୧୩୯ଜଣ ଗଂଜାମରୁ, ୭୮ଜଣ କଟକ, ୫୮ଜଣ  ସୁନ୍ଦରଗଡରୁ, ୪୯ଜଣ…