ଓଡ଼ଗାଁ : ସଂଗରୋଧ ଗୃହ ବିଶୋଧନକାରୀଙ୍କ ଉପରେ ମିଳିତ ଆକ୍ରମଣ

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ସଂଗରୋଧ ଗୃହ ଅସ୍ଥାୟୀ କର୍ମଚାରୀ ଗଙ୍ଗାଧର ପ୍ରଧାନ(୩୦) ସ୍ଥାନୀୟ ଏନଏସିର ସଫେଇ କର୍ମଚାରୀଙ୍କ ମିଳିତ ଆକ୍ରମଣ ଶୀକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି ।  ଓଡ଼ଗାଁ ଏନଏସି ଦାୟୀତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ…

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେଦ୍ରଙ୍କ ଭିଡିଓ କନଫରେନ୍ସିଂ

• ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ • ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଆଲୋଚନା ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ…

କଣ୍ଟେନମେଣ୍ଟ ଅବଧି ବଢ଼ିଲା ଅନିର୍ଦ୍ଦିଷ୍ଟ କାଳ : ଜିଲ୍ଲାପାଳ 

http://www.youtube.com/watch?v=XOw1OOPm08o ବଲାଙ୍ଗୀର (ନିରୋଜ ମିଶ୍ର) ବଲାଙ୍ଗିର ଜିଲ୍ଳାର ଲିଖିରିଆ ଗାଁରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୬ ଦିନ ହେଲା ଗୁଡଭେଲା ବ୍ଲକର ରୁଷୁଡା ପଂଚାୟତ, ତୁଷୁରା ଏନଏସି  ଏବଂ ଦେଓଗାଁ ପଂଚାୟତ ଏବଂ ଅନ୍ୟାନ୍ୟ କିଛି ଗାଁକୁ…

ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଭୁଷୁଡ଼ା ଘଟଣା : ଠିକା ସଂସ୍ଥାର ମାଲିକ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ…

ବଲାଙ୍ଗିର (ନିରୋଜ ମିଶ୍ର) ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଦୁଇ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ଏନେଇ ଲରମ୍ଭା ଥାନାରେ ମାମଲା(ନଂ.୪୮)ରେ ଏକ ମାମଲା ରୁଜୁ…

ଟିଟିଲାଗଡ ପ୍ରଶାସନକୁ ଖୋଲା ଚାଲେଞ୍ଜ

ଟିଟିଲାଗଡ(ଗୌରବ ଦର୍ଜୀ) : କୋଭିଡ-୧୯ କୁ ନଜର ରେ ରଖି ଦେଶ ସାରା ସତର୍କତମୂଳକ ପନ୍ଥା ଅବଲମ୍ବନ କରାଯାଉଛି। ସେହିପରି ଟିଟିଲାଗଡ ପ୍ରଶାସନ ତରଫ ରୁ ମଧ୍ୟ ଅନେକ ସୁରକ୍ଷା ମୂଳକ ପଦ୍ଧତି ଜାରି କରାଯାଇଛି। ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଟିଟିଲାଗଡ ବଣିକ ମାନଙ୍କ ପାଇଁ ନିୟମ…

ଖରିଫ ଧାନ ବିକିନଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର : ବିଜେପି କୃଷକ ମୋର୍ଚ୍ଚା

 ଏହି ମହାବିପତି ସମୟରେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର  ସମଗ୍ର ଚାଷୀଙ୍କ ଅର୍ଥନୀତି ଖରିଫ ଧାନ ବିକିବା ଉପରେ ନିର୍ଭର କରେ  ଟୋକନ ଏବଂ ଲକ୍ ଡାଉନ ଯୋଗୁଁ ରାଜ୍ୟର ଅନେକ ଚାଷୀ ଧାନ ବିକ୍ରି କରିପାରିନାହାଁନ୍ତି  ଲକ୍‌ଡାଉନ୍ କାରଣରୁ ଚାଷୀମାନେ ଆର୍ଥିକ ସଙ୍କଟ…

ଅସହାୟଙ୍କ ବିପଦର ବନ୍ଧୁ ସାଜିଛନ୍ତି ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା…

ମେ ୭ରୁ ଏକ ତୃତୀୟାଂଶ କର୍ମଚାରୀ ନେଇ ଖୋଲିବ ସବୁ ବିଶ୍ୱବିଦ୍ୟାଳୟ ଓ ଅଟୋନମସ କଲେଜ: ଡ଼ ଅରୁଣ  

ଯୁକ୍ତ ତିନିର ଷଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁଲାଇ ୨୪ ତାରିଖ ସୁଦ୍ଧା ସରିବ ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ପିଜି ଚତୁର୍ଥ ସେମିଷ୍ଟାର (ଫାଇନାଲ୍)ପରୀକ୍ଷା  ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଏବଂ ନାମଲେଖା ପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଶେଷ…

ଜଗତସିଂହପୁର ଛୁଇଁଲା କରୋନା, ଏକାଥରେ 4

ଭୁବନେଶ୍ୱର  : ପୁଣି ୫ କରୋନା ଚିହ୍ନଟ | ଆଉ  କରୋନା ତାଲିକାରେ ସାମିଲ ହେଲା ନୂଆ ଗୋଟେ  ଜିଲ୍ଲା ।  ଆଜି ସରକାରଙ୍କ ଘୋଷଣା ଅନୁଯାୟୀ ଜଗତସିଂହପୁର ଜିଲ୍ଲାକୁ  ଛୁଇଁଛି  କୋରନା  ରୋଗ  । ଏକାଥରେ  ଏହି ଜିଲ୍ଲାରୁ  ୪ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି  । ସେମାନଙ୍କ ଆସ ଯଥାକ୍ରମେ ୨୬ ବର୍ଷ ୩୨…

କରୋନା କ୍ୱାରାଣ୍ଟାଇନ୍ : ସହର ଓ ଗ୍ରାମାଂଚଳ ପାଇଁ ଅଲଗା 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକା | ହେଲେ କ୍ୱାରାଣ୍ଟାଇନ୍ ସହର ଓ ଗ୍ରାମାଂଚଳ ପାଇଁ ଅଲଗା ଅଲଗା | ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍ କ୍ୱାରାଣ୍ଟାଇନକୁ  ପ୍ରାଥମିକତା ଦିଆଯାଇଛିା ଯେଉଁମାନଙ୍କର…