ଅମ୍ଫାନ ବାତ୍ୟା ମୁକାବିଲା: ବାରିପଦା ଗସ୍ତରେ ଆସି ସମୀକ୍ଷା କଲେ ବବି
ତୃଣ ମୂଳସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସବୁ ଦଳୀୟ ସଦସ୍ୟ, କର୍ମକର୍ତ୍ତା ଅମ୍ଫାନର ମୁକାବିଲା ପାଇଁ ଲୋକଙ୍କ ସେବାରେ ପ୍ରସ୍ତୁତ ରହିବାକୁ ଦେଲେ ପରାମର୍ଶ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜରେ କରୋନାକୁ ଲଢେ଼ଇ ଜାରି ରହିଥିବା ବେଳେ ଆସୁଛି ଅମ୍ଫାନ ବାତ୍ୟା । ଜିଲ୍ଲାରେ ଅମ୍ଫାନ…