କଡା କର୍ଫ୍ୟୁରେ ପାଳିତ ହେବ ବାହୁଡା ଯାତ୍ରା
ପୁରୀ(ଅନିମେଶ ପଟ୍ଟନାୟକ ) ; ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ଅଧର ଓ ନିଳାଦ୍ରୀ ବିଜେ ନୀତି ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ସୂଚନା ଦେଇଛନ୍ତି। ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ…