ଆମର ସମ୍ବଲପୁର ସାମାଜିକ ସଂଗଠନ ପକ୍ଷରୁ କୋଭିଡ ରୋଗୀଙ୍କ ପରିଜନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସାମାଜିକ ସଂଗଠନ “ଆମର ସମ୍ବଲପୁର’ ପକ୍ଷରୁ ଏଠାରେ ଚିକିତ୍ସିତ କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସଂଗଠନର କିଛି ସକ୍ରିୟ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ…