ଆଜି କରୋନାରୁ ମୁକ୍ତି ପାଇଲେ ୨୧୭ ଜଣ

  ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ମୁକ୍ତି ପାଇଛନ୍ତି ୨୧୭ ଜଣ | ଫଳରେ କରୋନାରୁ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୭୦୩ ରେ ପହଂଚିଛି | ଆଜି ମିଳିଥିବା ସୂଚନା ଅନୁଯାୟୀ ୯୬ଜଣ  ଗଂଜାମରୁ, ୧୮ଜଣ  ଖୋର୍ଦ୍ଧାରୁ, ୧୬ଜଣ ବାଲେଶ୍ୱରରୁ   ୧୫ଜଣ ମୟୁରଭଞ୍ଜରୁ, ୧୩ଜଣ ବରଗଡରୁ, ୧୨ଜଣ…

ଏଥର “ମୋ ସରକାର” କରିବେ କୋଭିଡ୍‌ ପରିଚାଳନା

ରୋଗୀ ଏବଂ କୋଭିଡ୍‌ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ସାମାଜିକ ଦୂରତା ଓ ମାସ୍କର ବ୍ୟବହାର ପ୍ରତି ଜିରୋ ଟଲରେନ୍ସ ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ, ରାଜ୍ୟର ସବୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏବଂ…

ଜିଲ୍ଲାପାଳଙ୍କୁ ସତକହିବା କଣ ଅପରାଧ !!!!

ଜିଲ୍ଲାପାଳଙ୍କୁ ସତକଥା କହି ଅଡୁଆରେ ଦୁଗ୍ଧ ଚାଷୀ ନୂଆପଡା/ ଅମିତ ପୁରୋହିତ  ଜିଲ୍ଲାପାଳଙ୍କ ଅଚନାକ ପରିଦର୍ଶନରେ ଦୁଗ୍ଧ ଚାଷୀ ସତ କଥା କହିବା ତାଙ୍କୁ ଅଡୁଆରେ ପକାଇଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ବୋଲି ସେହି ଚାଷୀଙ୍କ ଦୁଗ୍ଧକୁ ପାଣି ମିଶ୍ରିତ ବୋଲି ସୋସାଇଟି ଫେରାଇ ଦେଇଥିଲେ ।…

କରୋନା ଲଢେଇ ବେଳେ ଆଇଆଇସିଙ୍କ ବଦଳି, ଲୋକେ କ୍ଷୁବ୍ଧ

ନୂଆପଡା/ ଅମିତ ପୁରୋହିତ  ; ବର୍ତ୍ତମାନ କରୋନ ମହାମାରୀର ପ୍ରକୋପ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଦିନରାତି କରୋନା ମହାମାରୀର…

ଉତ୍ତମ ମାନର ସେବା ପାଇଁ ଜାତୀୟ ରାଜପଥଗୁଡ଼ିକର ରାଙ୍କିଂ କରାଯିବ

ନୂଆଦିଲ୍ଲୀ (ଶାସକ ପ୍ରଶାସକ):କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ । ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ଓ ସୁବିଧା ପ୍ରଦାନ କରୁଥିବ…

ଏକ କୋଟି ଅତିକ୍ରମ କଲା କୋଭିଡ ପରୀକ୍ଷା ସଂଖ୍ୟା

• ସମୁଦାୟ ପରୀକ୍ଷାଗାର ସଂଖ୍ୟା 1100 ଡେଇଁଲା • ସୁସ୍ଥଙ୍କ ସଂଖ୍ୟା 4.24 ଲକ୍ଷରୁ ଅଧିକ • ସକ୍ରିୟ ରୋଗୀଙ୍କ ଠାରୁ ଆରୋଗ୍ୟଙ୍କ ସଂଖ୍ୟା 1.7 ଲକ୍ଷ ଅଧିକ • ଜାତୀୟ ଆରୋଗ୍ୟ ହାର ଶତକଡା 60.86କୁ ବୃଦ୍ଧି ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ…

ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ଗୃହ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଗୃହ ମନ୍ତ୍ରଣାଳୟ  ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡିକୁ ପରୀକ୍ଷା ପରିଚାଳନା ପାଇଁ ଅନୁମତି ଦେଇଛନ୍ତି । କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ  ଚୁଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷାଗୁଡ଼ିକ ବାଧ୍ୟତାମୂଳକ ଭାବରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା; ଗିରଫ ହେଲେ ଗର୍ଭପାତ କରାଇଥିବା ଡାକ୍ତର

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଗିରଫ ହୋଇଛନ୍ତି ବିରମିତ୍ରପୁର ସରକାରୀ ଡାକ୍ତରଖାନାର ଡାକ୍ତର ଦେବାଶିଷ ଘୋଷ। ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ।…

ଆଜି ରାଜ୍ୟରେ ୫୭୧ ପଜିଟିଭ, ଗଲା ୪ ଜୀବନ 

ରେକର୍ଡ ଭାଙ୍ଗି  ପଜିଟିଭ ସଂଖ୍ୟା  ଟପିଲା ୧୦,୦୦୦  ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ, ଆଜି ସର୍ବାଧିକ ୧୬୮ ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୭୧  ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନରୁ ୪୦୩  ଜଣ ଚିହ୍ନଟ ହୋଇଥିବା ବେଳେ ଉଦବେଗଜନକ…

ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ଧର୍ମଗଡ /ସୁଶାନ୍ତ ରାଉତ: ପରିବେଶ ହସିଲେ ମଣିଷ ହସିବ ଏହି କଥା କୁ ହୃଦୟଙ୍ଗମ କରି  ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |  ଗାଁ କୁ ଯୋଡିଥିବା ମୂଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ, ଖେଳ ପଡିଆ ଆଉ ଶ୍ମଶାନ…