ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ
ତାଲିକାରେ ସାମିଲ ଅତନୁ, ଅରୁଣ, ପ୍ରତାପ, କଳିକେଶ, ପ୍ରୀତିରଞ୍ଜନ ,ନବ, ସରୋଜିନୀ, ଶଶୀ, ରୋହିତ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ବିଜୁ ଜନତା ଦଳରେ ହୋଇଛି ସାଙ୍ଗଠନିକ ନିଯୁକ୍ତି | ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ | ଏହି ତାଲିକାରେ ସ୍ଥାନ ପାଇଛନ୍ତି ଦଳର ପ୍ରମୁଖ…