କୋରୋନା ବିପତ୍ତି ସମୟରେ ଜନସେବା ନିମନ୍ତେ ଡାକ୍ତରଙ୍କୁ ସମ୍ମାନ ଜ୍ଞାପନ କଲେ ସଂଗଠନ।
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଆଜି ସକାଳ ୯ ଟାରେ ଝାରସୁଗୁଡ଼ାର କାଲିବାଡ଼ିର କାଲିମନ୍ଦିର ପରିସରରେ ସରବାହାଲସ୍ଥିତ ଜେଡିଏସ୍ ମଲ୍ଟି ସ୍ପେସିଆଲିଟି ହୋମିଓପାଥିକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ଦ୍ବାରା କୋରୋନା ରୋଗ ପାଇଁ ହୋମିଓପାଥି ଇମ୍ୟୁନିଟି ବୁଷ୍ଟର ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା।…