ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଗୁରୁବାର ଦିନ ଝାରସୁଗୁଡ଼ାରେ ୧୬୭.୫ ମିମି, କୋଲାବିରାରେ ୧୯୯.୩ ମିମି, ଲଇକେରାରେ ୨୧୪.୮ ମିମି, କିର୍ମିରାରେ ୨୦୭.୮ ମିମି ହୋଇଥିବା ବେଳେ ଲଖନପୁରରେ ୯୪.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।…