ହୃଦଘାତରେ ପ୍ରସିଦ୍ଧ ସାନ୍ତାଳୀ ଲେଖକ ଗୋବିନ୍ଦ ମାଝିଙ୍କ ଦେହାନ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ସାନ୍ତାଳୀ ଲେଖକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଚିନ୍ତକ , ସମାଜ ସେବୀ ଓ ବାରିପଦା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ସିନିୟର ମ୍ୟାନେଜର ଗୋବିନ୍ଦ ମାଝୀ ୬୪ ବର୍ଷ ବୟସରେ ଆଜି ସକାଳ ୫ଟା ସମୟରେ…