ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ
ବେଲଗୁଣ୍ଠା, ୦୪/୦୬, -(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ବେଲଗୁଣ୍ଠା ବିଜ୍ଞାପିତ ପରିଷଦ ର ଏକ ଜରୁରୀ ବୈଠକ ନଗରପାଳ ଫିରୋଜ କୁମାର ସେଠୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକବର୍ଷ…