ଜୋଖିପାଲି ଗ୍ରାମ 7 ଦିନ ପାଇଁ ଶଟ ଡାଉନ ଘୋଷଣା କଲେ ସରପଞ୍ଚ

 ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ .ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପାନୀୟ ଜଳଯୋଗାଣ ଠପ ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଶଟ ଡାଉନ ଘୋଷଣା କଲେ ଜୋଖିପାଲି ଗ୍ରାମର ସରପଞ୍ଚ…

କରୋନା ନେଲା ଯୁବ ପୋଲିସ ଅଫିସରଙ୍କ ଜୀବନ :୧୫ ଦିନ ସଙ୍ଘର୍ଷ ପରେ ବୁଜିଲେ ଆଖି।

ଝାରସୁଗୁଡା:(ସୁଭାଷ ସହାରେ)କରୋନା ଯୁଦ୍ଧରେ ହାରିଗଲେ ଯୁବ ପୋଲିସ ଅଫିସର। ପୋଲିସ ଚାକିରୀରେ ଯୋଗଦେଇ ଦେଶସେବା କରିବାକୁ ଶପଥ ନେଇଥିବା ଏହି ଯୁବ ଅଧିକାରୀଙ୍କ ଅକାଳ ବିୟୋଗ ପୋଲିସ ବିଭାଗକୁ ଶୋକାକୁଳ କରି ଦେଇଛି। କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୧୫ ଦିନ ଜୀବନ ସହ ସଂଗ୍ରାମ କରି ଶେଷରେ…

ମାନବ ସେବା ସଂଘ ‘ମୁକ୍ତିପଥ’ ଦ୍ବାରା ଅଜଣା ମହିଳାଙ୍କ ଶବ ସଂସ୍କାର। 

ଝାରସୁଗୁଡ଼ା :(ସୁଭାଷ ସହାରେ) ଗତକାଲି ମାନବ ସେବା ସଂଘର 'ମୁକ୍ତିପଥ' ପକ୍ଷରୁ ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୪୯ଟି ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।  ସୂଚନା ଅନୁଯାୟୀ…

ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାସ ହାର ୯୪ ପ୍ରତିଶତରୁ ଉର୍ଦ୍ଧ୍ବ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୦ ଯୁକ୍ତ ଦୁଇ କଳା ବିଭାଗରେ ପାସ ହାର ୯୪ ପ୍ରତିଶତରୁ ଅଧିକ ହୋଇଥିବା ଅଧ୍ୟକ୍ଷ ଡ଼ଃ ବ୍ରଜକିଶୋର ପାଢ଼ୀ ପ୍ରକାଶ କରିଛନ୍ତି। ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ…

ପୋଖରୀରେ ବୁଡି ଯୁବକ ମୃତ୍ୟୁ, ମେଡିକାଲରେ ପରିବାରକୁ ଭେଟିଲେ ବିଧାୟକ ।

ବୁଗୁଡା/  ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମର ୪୨ ବର୍ଷର ଜଣେ ଯୁବକ ପୋଖରୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ  ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟି…

ତଲାରିମାହା-ରେଢାସିଂ ରାସ୍ତା ସରିବ କେବେ???

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ତଲାରିମାହା ଗ୍ରାମ ପଂଚାୟତ I ଏହି ଗ୍ରାମ ପଂଚାୟତ ଏବଂ ବସ୍ତିଙ୍ଗିଆ ଗ୍ରାମ ପଂଚାୟତ ସହ ସଂଯୋଗ କରିବା ପାଇଁ ୨୧୯.୮୦ ଲକ୍ଷ ଟଙ୍କା ସରକାରୀ ଅନୁଦନରେ ୨୬-୦୬-୨୦୧୮ ତାରିଖରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା…

୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ମଞ୍ଜୁର ୨୦୨୦-୨୧ ସମ୍ପର୍କିତ ଜିଲ୍ଲା ପରିଷଦ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ୨୦୨୦-୨୧ ବର୍ଷପାଇଁ  ମଞ୍ଜୁର ହୋଇଥିବା ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ଏଣିକି ନୂତନ ଭାବେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟଙ୍କୁ  ନିଜ ଅଞ୍ଚଳର ବିକାଶ ପାଇଁ ଫଣ୍ଡ ଦିଆଯିବା ସାମିଲ ହୋଇଛି । ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ…

ଦ୍ୱିତୀୟ ଦିନରେ ସୂଚନା ଅଧିକାର କର୍ମୀଙ୍କ ଧାରଣା : ସମର୍ଥନ ଜଣାଇଲେ ବିଧାୟିକା  

ଆଇଟିଡିଏ ମହାଦୁର୍ନୀତି ପ୍ରସଙ୍ଗ ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ଆଜି ଦ୍ୱିତୀୟ ଦିନରେ ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ସୁଶୀଲ ଗୁପ୍ତା | ଗତକାଲି ଠାରୁ ସୁଶୀଲ ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଆଦିବାସୀ ପିଲାଙ୍କ କୁଶଳୀ ତାଲିମରେ ହୋଇଥିବା…

ବଡ଼ବିଲ ସେଣ୍ଟ ମେରିଜ ସ୍କୁଲ ସିଲ : କୋଭିଡ ଗାଇଡ଼ଲାଇନ ଉଲଂଘନ ଅଭିଯୋଗ  

ବଡ଼ବିଲ (ଶାସକ ପ୍ରଶାସକ) ସମଗ୍ର ବିଶ୍ୱରେ କୋଭିଡ ୧୯ ପ୍ରକୋପ ଜାରି ରହିଥିବା ବେଳେ ପ୍ରତିକାର ସ୍ୱରୂପ ସରକାର ବିଭିନ୍ନ ସତର୍କତା ମୂଳକ  ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ଆସନ୍ତା ଅକ୍ଟୋବର ମାସ (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ…

ଜମଲା ସରପଞ୍ଚଙ୍କ ବିରୋଧରେ ଗୁରୁତର ଅଭିଯୋଗ : ସ୍କୁଲ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ଶ୍ରୀ ତୁଳାରାମ ବେହେରା ଅନଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି କମିଟି ମେମ୍ବର ମାନେ । ସୂଚନା…