ଆଶ୍ୱିନ ମଳମାସ ପାଳନର ସ୍ୱାତନ୍ତ୍ର୍ୟତା

ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ କନ୍ୟା ମାସ ଦି୩ନ ସେପ୍ଟେମ୍ବର ୧୭ ତାରିଖ ଦିବା ଘ୧୨.୫୪ମିନିଟ୍ ଠାରୁ ଆଶ୍ୱିନ ମଳମାସ ତଥା ପୁରୁଷୋତ୍ତମ ମାସ ଆରମ୍ଭ ହେଇଛି । ଉକ୍ତ ମଳ ଶୁକ୍ଳପକ୍ଷରେ ଜାତ ଶିଶୁର ସ୍ୱନକ୍ଷତ୍ର ପୂଜା ଆଗାମୀ ବର୍ଷମାନଙ୍କରେ ଆଶ୍ୱିନ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେବ । ମୃତବ୍ୟକ୍ତିଙ୍କ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହର ଦ୍ୱିତୀୟ ଦିବସ

ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ, ଉପକରଣ ଓ ଚଷମା ବଂଟନ କଲେ ବିଜେପି କାର୍ଯ୍ୟକର୍ତା ଭୁବନେଶ୍ୱର(ଶାସକ ପ୍ରଶାସକ): ଦେଶରପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରି…

ହୃଦଘାତରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦେହାନ୍ତ 

ଗଭୀର ଶୋକ ବ୍ୟକ୍ତ କଲେ ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ହେମନ୍ତ କୁମାର ପ୍ରଧାନ ଆଜି ଅସୁସ୍ଥ ଅନୁଭବ କରିବାରୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଶ୍ରୀ ପ୍ରଧାନ ବରଗଡ଼ ସୁବାସ ନଗର…

ପାକ ଚଂଚକତା : ପ୍ରତିବାଦରେ ବୈଠକ ବହିଷ୍କାର କଲା ଭାରତ 

ନୂଆଦିଲ୍ଲୀ (ସ୍ୱତନ୍ତ୍ର ପ୍ରତିନିଧି) :  ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସଦସ୍ୟ ଭୁକ୍ତ ରାଷ୍ଟ୍ରଗୁଡିକର ସଦସ୍ୟ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏକ ସୁରକ୍ଷା ସମ୍ପର୍କିତ ଭାର୍ଚ୍ୟୁଏଲ ବୈଠକ ଚାଲିଥିବା ଅବସରରେ ଭାରତ ଓ ପାକିସ୍ଥାନ ଦୁଇ ଦେଶର ସୀମାକୁ ଭୁଲ ଭାବରେ ଚିତ୍ରଣ…

ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସେରୋ ସର୍ଭେଲାନ୍ସ…

http://www.youtube.com/watch?v=cMxlBFjKmjc  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ବିରୁଦ୍ଧରେ ସଂଗ୍ରାମକୁ ଆହୁରି ମଜବୁତ କରିବା ପାଇଁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ…

ରାଜ୍ୟ ସରକାରଙ୍କ ସହ ମୁହାଁମୁହିଁ ହେଲେ ଧର୍ମେନ୍ଦ୍ର 

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ  ଚିଠି • ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ କରାଇଲେ ଅବଗତ • ଓଡିଶାର ଏହି ଆଇନ କୋର୍ଟରେ ଖାରଜ ହେବାର ସମ୍ଭାବନା  •…

କିସ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ

ପାଟଣାଗଡ (ବିମଳ କୁମାର ବାଗ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଏଲ ସାଇନ୍ସର ଛାତ୍ରଛାତ୍ରୀ ମାନଙ୍କ ପାଇଁ କିସ ପ୍ରତିଷ୍ଟାତା ଡ. ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ସହିତ ଟିସାର୍ଟ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର କିସ ବିଶ୍ବବିଦ୍ଯାଳୟର ବସ ଯୋଗେ ବଲାଙ୍ଗୀର…

ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟଜିତ୍ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବତନ ବାଲୁଗାଁ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସତ୍ୟଜିତ୍ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ…

ଅର୍ଥନୀତି ପ୍ରଭାବିତ ହେଇଥିଲେ ହେଁ ଭାରତରେ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ ୬ % ବୃଦ୍ଧି ପାଇଛି

ଭୁବନେଶ୍ୱର , (ଶାସକ ପ୍ରଶାସକ)  : ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ  ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ.…

ମାଲକାନଗିରି : ମର୍ମନ୍ତୁଦ ସଡକ ଦୁର୍ଘଟଣା,  ଦୁଇ ମୃତ ତିନି ଗୁରୁତର ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବ୍ଲକ ମାର୍କାପାଲ୍ଲୀ ଗ୍ରାମପଞ୍ଚାୟତ ମାର୍କାପାଲ୍ଲୀ ଠାରେ  ବାଇକ ଦୁର୍ଘଟଣାରେ  ଦୁଇ ମୃତ୍ୟୁ ତିନି ଗୁରୁତର।ଦୁର୍ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଦୁଇଟି ବାଇକ ଗୋଟିଏ ପଟୁ ଆସୁଥିବା ସମୟରେ ଅନ୍ୟପଟରୁ ଏକ ବାଇକ ଦ୍ରୁତ ଗତିରେ ଆସି…