କୋରୋନା ରେ ପୀଡ଼ିତ ଦୃଷ୍ଟିହୀନ ପରିବାରକୁ ଦରଦୀ ହାତ ବଢ଼ାଇଲା  ‘ଜୟ ଓଡ଼ିଶା’।

ଭୁବନେଶ୍ୱର,(ଶାସକ ପ୍ରଶାସକ): କୋରୋନା ଏବେ ଆମ ରାଜ୍ୟ ଓଡ଼ିଶାର ସବୁ କୋଣ ଅନୁକୋଣରେ ପହଞ୍ଚିସାରିଛି । ଏହା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ଏକ ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରର ୟୁନିଟ୍ ୯ ସ୍ଥିତ ସୁଧାନିଧିସ୍ୱର ବସ୍ତିର ଏକ ଦୃଷ୍ଟିହୀନ ପରିବାରର ଦୁଇଜଣ ସଦସ୍ୟ…

ଡିସ୍‌ପ୍ଲେ ପାଇଁ ୧୦ ଲକ୍ଷ ଟେଣ୍ଡର, ୨୮ ଲକ୍ଷ କାମରେ ହେଲାନି

ଆଇ ଲଭ୍‌ ବଲାଙ୍ଗିର ନାଁରେ ଟଙ୍କା ହଡପ୍‌, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ବଲାଙ୍ଗିର,  ପୌର ପରିଷଦ ଆଇନ-୧୯୫୩ର ପାରା ନମ୍ବର ୩୩୭ ଏବଂ ୩୩୮ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସମସ୍ତ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯିବ । ଜରୁରୀକାଳୀନ…

ଓଡ଼ଗାଁରେ ଅଘୋଷିତ ବିଦ୍ୟୁତ ବିଭ୍ରାଟ ପାଲଟି ଯାଇଛି ଏକ ସାଧାରଣ ସମସ୍ୟା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ଏବଂ ଏହାର ଆଖପାଖ ଅଂଚଳ ପାଇଁ ଅଘୋଷିତ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣା ହୋଇଯାଇଛି । ଆଜି ଅପରାହ୍ନ ୧ଘଂଟା ସମୟରୁ ରାତ୍ରି ପ୍ରାୟ ୯ ଘଂଟା ଖବର ଲେଖା ହେବା ପର୍ଯ୍ୟନ୍ତ ଓଡ଼ଗାଁ ଏନଏସି ଏବଂ ଏହାର ଆଖପାଖ ଅଂଚଳରେ ଅଘୋଷିତ ଭାବେ ବିଦ୍ୟୁତ…

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ-: ୭ ଗିରଫ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ )-   ସମ୍ବଲପୁର ଜିଲ୍ଲା ରେଙ୍ଗାଲିର ହୋଟେଲ ବ୍ୟବସାୟୀ ତଥା ସାମ୍ବାଦିକ ଅଙ୍କିତ ସାହୁ (୩୦)ଙ୍କୁ ବୁଧବାର ସଂଧ୍ୟାରେ କିଛି ଅସାମାଜିକ ଯୁବକ ସାହୁଙ୍କ  ହୋଟେଲ ସ୍ପାଇସି ପରିସରରେ  ମରଣାନ୍ତକ ଆକ୍ରମଣ କରିଛନ୍ତି। ବୁଧବାର ରାତ୍ରିରେ ସାମ୍ବାଦିକ ସାହୁ…

ଘରେ ନ ପଶୁଣୁ ଚାଳ ବାଜିବା ଭଳି କମ୍ପାନୀକୁ ଆରମ୍ଭରୁ ବିରୋଧ

ପୁଣି ଖୋଲିଲା କୋନକାଷ୍ଟ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟ , ବିକ୍ଷୋଭ ପ୍ରଦର୍ଶନ କଲେ ପୁରୁଣା କର୍ମଚାରୀ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ନେସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ (ଏନସିଏଲଟି)ର ମଧ୍ୟସ୍ଥତାରେ  ଏସ ଏମ ସି ପାୱାର ଜେନେରେସନ କମ୍ପାନୀ  ଶେଷରେ କୋନକାଷ୍ଟ ଷ୍ଟିଲ ଏଣ୍ଡ ପାୱାର…

ଧୀରେ ଧୀରେ ବଢୁଛି ମରଣ, ଲଗାମ ଛଡା ଆକ୍ରାନ୍ତଙ୍କ ସଂଖ୍ୟା 

ଆଜି ରାଜ୍ୟରେ କରୋନା ୪୧୮୦/୧୩   ଆଜି ରାଜ୍ୟରେ ୪୧୮୦  ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି  | ଆଜି ପ୍ରାଣ ହରାଇଛନ୍ତି ୧୩ ଜଣ କରୋନା ରୋଗରେ | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  ୨୪୬୬  ଜଣ ସଂଗରୋଧରୁ ଓ ୧୭୧୪  ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି |  ଗତକାଲି ୩୬୦୭  ଜଣ…

ତନୁଜାଙ୍କ ଦୁଃଖ ଓ ସଂଘର୍ଷର ଦିନ ସରିଲା ତ 

ପୂର୍ବତନ ଫୁଟବଲ ଖେଳାଳୀ ହେଲେ ଜେଏମଡିର ସ୍ପୋର୍ଟସ କୋ ଅର୍ଡିନେଟର।  ତନୁଜାଙ୍କ  ଭବିଷ୍ୟତ କେତେ ଦୂର ସୁରକ୍ଷିତ, ନିଶ୍ଚିତ କରିବେ ତ ପ୍ରଶାସନ  ?  ଝାରସୁଗୁଡ଼ା:(ସୁଭାଷ ସହାରେ) -ଜାତୀୟ ଫୁଟବଲ ଖେଳାଳୀ ଭାବରେ ଦିନେ ନିଜର ପ୍ରତିଭାକୁ ପ୍ରମାଣିତ କରିଥିବା ତନୁଜା ବାଗେଙ୍କ ପରବର୍ତ୍ତୀ ସମୟ…

ପାରଳାଖେମୁଣ୍ଡି ପୌରାଞ୍ଚଳରେ ତିନି ଦିନିଆ  ସେରଲୋଜିକାଲ ସର୍ଭେର ଆରମ୍ଭ 

http://www.youtube.com/watch?v=d7Xlw1OMlSk&t=6s  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଆର୍ ଏମ୍ ଆର୍ ସି (RMRC) ଓ ଆଇ୍ ସି ଏମ୍ ଆର୍ (ICMR) ପକ୍ଷରୁ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିହ୍ନଟ ଓ ତାଲିକାଭୁକ୍ତ…

 ସେବା-ସପ୍ତାହ ପାଳନ ଅବସରରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୦ ତମ  ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ପାଳନ ହେଉଥିବା ସେବା-ସପ୍ତାହ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ରକ୍ତଭଣ୍ଡାର ଠାରେ ଜିଲ୍ଲା ଭାଜପା…

ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବି ଜେ ପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ଟିଟିଲାଗଡ, (ଗୌରବ ଦର୍ଜି)-ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖ ରେ ହୋଇଥିବାରୁ ଏହି ସପ୍ତାହ କୁ ' ସେବା ସପ୍ତାହ' ଭାବରେ  ଭାରତୀୟ ଜନତା ପାର୍ଟି ତରଫରୁ  ସମଗ୍ର ଦେଶରେ ପାଳନ କରାଯାଉଛି। ତେବେ ଏହି କ୍ରମ ରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ…