ଚାଇଲ୍ଡଲାଇନ ହସ୍ତକ୍ଷେପ ପରେ ବନ୍ଦ ହେଲା ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅଞ୍ଚଳର ହଂସାମୁରା କଣ୍ଟାପାଲି ଗ୍ରାମରେ ଆଜି ଦୁଇଟି ପକ୍ଷଙ୍କ ମଧ୍ୟରେ ହେବାକୁ ଯାଉଥିବା ଏକ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ବାବଦରେ ଖବର ପାଇ ଚାଇଲ୍ଡଲାଇନ କେନ୍ଦ୍ର ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଖବର ମୁତାବକ,…