ପ୍ରଧାନମନ୍ତ୍ରୀ ଓ ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର 

ବିଜେପିର ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪ ଓଡିଆ ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର  – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଗଠିତ ହୋଇଥିବା ନୂଆ ରାଷ୍ଟ୍ରୀୟ ପଦାଧିକାରୀ ଟିମରେ ୪…

“କେନ୍ଦ୍ର ସରକାର କଲେ ଜିଏସଟି ଚୋରି, ଚୋରିକୁ  ମୁଖ୍ୟମନ୍ତ୍ରୀ କରିଛନ୍ତି ସମର୍ଥନ”

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଂକ ଗୁରୁତର ଅଭିଯୋଗ  ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି । ସେ କହିଛନ୍ତି…

ନୂଆ ତମତରା ଗ୍ରାମରେ ବିଦ୍ୟୁତ ଜଳିବ ଆସନ୍ତା ମାସରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତର ତାମତରା ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସରକାର ପ୍ରଥମ ଥର ପାଇଁ ଗତ ୨୦୦୭-୦୮ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଇଥିଲେ । କିନ୍ତୁ ୨୦୧୨-୧୩ ଆର୍ଥିକ ବର୍ଷରେ ଗ୍ରାମକୁ…

 ବିଧାନସଭାର ମୈାସୁମୀ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳର ୱେବିନାରରେ  ବୈଠକ 

 ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ  ନେତା ଓ ପଦାଧିକାରୀ ସାମିଲ  ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା…

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ    

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ  ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି,…

ଲଉଡିଦରହା ପଞ୍ଚାୟତରେ ନାହିଁ ମୋବାଇଲ ଟାୱାର।

ଲଉଡିଦରହା ରେ ପଞ୍ଚାୟତ ,ସେବାସମବାୟ ,ଆର ଆଇ ଅଫିସ ଥାଇ ସୁଦ୍ଧା ମୋବାଇଲ ଟାୱାର ଗଡୁନି । ଉପଭୋକ୍ତା ଇଣ୍ଟରନେଟ ସେବାରୁ ବଞ୍ଚିତ ,ପ୍ରଶାସନ ଦୃଷ୍ଟି ଦେବେ କି? ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତର ଲଉଡିଦରହା ଗ୍ରାମ ରେ…

କିଂଜିରକେଲା ଥାନାର ଅଜବ ନୀତି 

ଅଭିଯୋଗର ତିନିମାସ ପରେ ବି ହେଲାନି ମାମଲା ରୁଜୁ ସୁନ୍ଦରଗଡ଼ - ଜଣେ ବୃଦ୍ଧ ଆଦିବାସୀ ବ୍ୟକ୍ତି ନିଜ ଆକାଉଣ୍ଟରୁ  ୬୩,୪୬୨  ଟଙ୍କା ଚୋରି ହୋଇଥିବା ନେଇ ଜୁନ ୧୨ ତାରିଖରେ କିଂଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଆଜିକୁ ତିନିମାସ ଅତିକ୍ରମ କରିଥିଲେ ସୁଦ୍ଧା ଥାନାରେ ମାମଲା…

ଟିମ ନଡ୍ଡା : ଓଡିଶାରୁ ୪ ଜଣ 

ବୈଜୟନ୍ତ ବଜାୟ ରଖିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ସମ୍ପାଦକ  ସଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର  ନୂଆ ଦିଲ୍ଲୀ (ଶାସକ ପ୍ରଶାସକ ) : ବିଜେପିର ଜାତୀୟ ଟିମ ଘୋଷିତ ହୋଇଛି |  ଟିମ  ନଡ୍ଡାରେ ଓଡିଶାରୁ ୪…

ମାସ୍କ ସେନିଟାଇଜର ଲିପ୍ ଲେଟ ବଣ୍ଟନ। 

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ସହରରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହା ସଚେତନତା ର ଅଭାବ ଯୋଗୁଁ ସଂକ୍ରମ ବ୍ୟାପୁଥିବା ପରିଲକ୍ଷିତ ହୁଏ। ଆଜି ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହୀନି ପକ୍ଷ୍ୟରୁ କରୋନା ସଚେତନତା କାର୍ଯ୍ୟକ୍ରମ…

ସାହସିକତା ପାଇଁ ମୂଷାକୁ ଗୋଲଡ଼ ମେଡାଲ

ନାମପେନ(ଏଜେନ୍ସି) :  ସାହାସିକତା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥାଏ | ହେଲେ ମୂଷାକୁ  ସାହାସିକତା ପାଇଁ ସ୍ବର୍ଣ୍ଣ ପଦକ ମିଳିବ କେବେ ଶୁଣିଛନ୍ତି !!! ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଓ ଅସ୍ୱାଭାବିକ ଲାଗିପାରେ | ହେଲେ ଏମିତି ହୋଇଛି | ଗୋଟାଏ ମୂଷା ଅନେକ ଲୋକଙ୍କ ଯବାନ…