ବିଦ୍ୟାଳୟର କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପଦ୍ମପୁର - ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇ ଙ୍କ ଅଧକ୍ଷତାରେ କୋବିଡ଼ ୧୯ ନିୟମ ଅନୁସାରେ ପୁର୍ବକ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗ ଙ୍କ ସରକାରୀ ଚାକିରୀ ରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ…