ସ୍ୱାଧିନତା ପାଇବାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ

କନ୍ଧମାଳ/ ଗଗନ ପ୍ରଧାନ : ସ୍ୱାଧିନତା ପାଇବାର ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବିତିଗଲାଣି I ହେଲେ ଏବେବି ମୌଳିକ ସୁବିଧାରୁ ବଞ୍ଚିତ କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ I ଯାହା ପାଇଁ ଏହି ଅଂଚଳରେ ବସବାସ କରୁଥିବା ଜନସାଧରଣଙ୍କ ପାଇଁ ଡିଜିଟାଲ ସେବା ହେଉ ବା ଅନ୍ୟ ସରକାରୀ ଯୋଜନା ପ୍ରହସନ ମାତ୍ର I…

ଧାନ ହେଲା ଅଗାଡି, କୀଟନାଶକ ପ୍ରଭାବହୀନ : ଚିନ୍ତାରେ ଚାଷୀ ଭାଇ, କେମିତି ବିତିବ  ଜୀବନ 

ରାଜବୋଡାସମ୍ବର କୄଷକ ସଂଗଠନ ଝାରବନ୍ଧ ବ୍ଳକ ତରଫରୁ ପ୍ରଶାସନକୁ ଗୁହାରୀ ପଦ୍ମପୁର- ବାରମ୍ବାର ପାଗରେ ପରିବର୍ତ୍ତନ ତଥା ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଚାଷୀମାନେ ଏହି ଫସଲ ନଷ୍ଟ ବିଷୟରେ ଆଜି ରାଜବୋଡାସମ୍ବର କୄଷକ ସଂଗଠନ…

ଥମୁ ନାହିଁ ବେଦାନ୍ତ ଜନଶୁଣାଣି ମାମଲା।  ଆବଶ୍ୟକ ପଡ଼ିଲେ ପୁଣି ହୋଇପାରେ ଜନଶୁଣାଣି। 

ଝାରସୁଗୁଡ଼ା:(ସୁଭାଷ ସହାରେ) -ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ହୋଇଥିବା ଜନଶୁଣାଣିର ବିରୋଧରେ ପୁଣି ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଏକ ନୂତନ ଆଦେଶ ଜାରି କରିଛନ୍ତି। ଏହି ଆଦେଶ ଅନୁସାରେ ଆବଶ୍ୟକ ପଡ଼ିଲେ ଜନଶୁଣାଣିକୁ ଆଉ ଥରେ କରିବା ପାଇଁ…

ରାୟଗଡା ଠାରେ ଉତ୍କଳ  ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ 

ରାୟଗଡା /ସରୋଜ ସାହୁ : ଉକ୍ରଳ ସାମ୍ବାଦିକ ସଂଘ ତରଫରୁ ରାୟଗଡା ସହରସ୍ଥିତ ପିତାମହଲ ପଂଚାୟତ ଅନ୍ତର୍ଗତ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟ ଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଉତ୍କଳ  ସାମ୍ବାଦିକ ସଂଘ ରାୟଗଡ ଶାଖା ଆୟୋଜିତ କରିଥିଲେ । ଆୟୋଜିତ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ଅବସରରେ ମୋ ସ୍ୱର, ଆମର ସମାନ ଭବିଷ୍ୟତ ବାର୍ତ୍ତା ପ୍ରଚାର କରାଯାଇଥିଲା । ଏଥି ସହିତ ଜିଲ୍ଲାର ସମସ୍ତ ପଞ୍ଚାୟତ କୋଭିଡ଼-୧୯ ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ…

ଓଡ଼ଗାଁ ବନାଞ୍ଚଳକୁ ୨ ଦିନରେ ମିଳିଲା ୨ଟି ସଫଳତା

୭ଟି ପିଆଶାଳ, ଗମ୍ଭାଡି ଲଗ୍ ସହିତ ଶାଳ, ଶାଗୁଆନ ପଟା ଓ ଟାଟାଏସି ଜବତ ଓଡଗାଁ (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବନଖଣ୍ଡ ଅଧିନସ୍ଥ ଓଡଗାଁ ବନାଞ୍ଚଳ ମଦନଗାଡ଼ିଆ ନିକଟରୁ ଆଜି ବନ ବିଭାଗ ବହୁଳ ପରିମାଣର ମୂଲ୍ୟବାନ ଶାଳ ଓ ଶାଗୁଆନ ପଟା ସହିତ ଏକ ଟାଟା ଏସି ଗାଡ଼ି ଜବତ କରିଥିବା ବେଳେ ରବିବାର ଦିନ…

ହଲଧର ସାହିତ୍ୟର  ଇଂରାଜୀ ଅନୁବାଦ “କାବ୍ୟାଂଜଳୀ  -୪” ଉନ୍ମୋଚିତ

ପଦ୍ମପୁର- ପଦ୍ମଶ୍ରୀ ହଲଧର ନାଗଙ୍କ କାବ୍ୟର ଇଂରାଜୀ ଅନୁବାଦ ପୁସ୍ତକ “କାବ୍ୟାଂଜଳୀ-୪” ଡିଜିଟାଲାଇଜେସନ ମାଧ୍ୟମରେ ରବିବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । କବିଙ୍କ କାବ୍ୟ ‘ସୁନ୍ଦର ସାଏ’, ‘ଭିମ ଭୋଇ’ ଓ ‘ଗଙ୍ଗାଧର ମେହେର’କୁ ବିଶିଷ୍ଟ ଅନୁବାଦକ ସୁରେନ୍ଦ୍ର ନାଥ ଇଂରାଜୀରେ…

ପରିବେଶବିତ୍ ଅଶୋକ ମହାନ୍ତଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ

ବାରିପଦା/ ଦିଲ୍ଲୀପ ମହାନ୍ତି -ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଯୁବ ପରିବେଶବିତ ଅଶୋକ ମହାନ୍ତଙ୍କୁ  ବନ ସୁରକ୍ଷା, ବୃକ୍ଷ ରୋପଣ, ବନ୍ୟପ୍ରାଣୀ ସୁରକ୍ଷା , ବିଭିନ୍ନ କ୍ଷେତ୍ରରେ ଜନ ଜାଗରଣ ସୃଷ୍ଟି କରିବା ନେଇ ଆଜୀବନ ଉଲ୍ଲେଖନୀୟ…

ବ୍ରଜରାଜନଗରରେ ରାସ୍ତାର ହାଲ୍ କୁ ନେଇ ଚିଠି ଲେଖି ଜଣାଇଲା ବ୍ରଜରାଜନଗର ବିକାଶ ମଞ୍ଚ। 

ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଏକବିଂଶ ଶତାବ୍ଦୀରେ ମଧ୍ୟ ଲେଖିବାକୁ ପଡ଼ୁଛି ଦରଖାସ୍ତ। ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଦୁଇ ନମ୍ବର ମେନ ରୋଡରୁ ତୁର୍ନାଲ ରୋଡ ଓ ରେଲୱେ…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪…