ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା, ପ୍ରଶାସନ ନିଦା ବିଷ୍ଣୁ
ସମିତି ସଭ୍ୟଙ୍କ ନେତୃତ୍ୱରେ ରାସ୍ତା ମରାମତି କଲେ ଗାଁ ଲୋକ
ଧର୍ମଗଡ /ସୁଶାନ୍ତ ରାଉତ :ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତମ୍ୱାଛଡା ଗ୍ରାମ ପଞ୍ଚାୟତର ଖନାତରାରୁ ମାଳପଡା ରାସ୍ତା ବହୁତ ଶୋଚନୀୟ ଅବସ୍ଥା ହୋଇଥିବା ବେଳେ ପ୍ରଶାସନ କୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ସମସ୍ତେ ଅଣଦେଖା କରୁଥିବାରୁ…