ପ୍ରେସ କ୍ଲବ କଣ୍ଟାବାଞ୍ଜି ତରଫରୁ ୭୨ତମ ଗଣତନ୍ତ୍ରଦିବସ ପାଳିତ
କଣ୍ଟାବାଞ୍ଜି :(ଚୁଡାମଣି ସୁନା) ପ୍ରେସ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି | ସଭାପତି ପ୍ରବଜିତ ସିଂହ ସାଲୁଜା ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଦୁର୍ଗାପ୍ରସାଦ…