କି ଦୁଃଖ : ପେଟ ପାଇଁ ପ୍ରବାସ ଯାତ୍ରା ହେଲା ଶେଷ ଯାତ୍ରା
ଯାଉଥିଲେ ସୁରାଟ : ଟ୍ରେନ ଚକାତଳେ ଚାଲିଗଲା ଜୀବନ ।
ପୋଲସରା ./ ଡ଼ଃ. କୁମୁଦ ଚନ୍ଦ୍ର ବେହେରା : ପୋଲସରା ସହରର ଜଣେ କୁଶଳୀ ଶ୍ରମିକ ସୁରାଟକୁ ଗଲାବେଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢୁଥିବା ବେଳେ ଖସିପଡି ଟ୍ରେନ ଚକାତଳେ ପଡି ଜୀବନ ହରାଇଥିବା ଜଣାପଡିଛି। ଗତ ଅକ୍ଟୋବର ୧୭…