ପ୍ରଶାସନ ଶୁଣିଲାନି, ଲୋକେ କଲେ ରାସ୍ତା ମରାମତି
ସୁବର୍ଣ୍ଣପୁର/ ବିନୋଦ ପାଣ୍ଡେ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସୁବଳୟା ଠାରୁ ମୁର୍ସୁଣ୍ଡି ଭାୟା ଖଣ୍ଡହତାକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା। ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏବଂ ସ୍କୁଲ୍ କଲେଜ୍ ର ଛାତ୍ର ଛାତ୍ରୀ ଗମାନଗମନ କରିଥାନ୍ତି। କିନ୍ତୁ…