ଶିଳ୍ପୀ ସତ୍ୟଙ୍କ ବୋତାମରେ ତିଆରି କଳାକୃତି “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ରେ ସ୍ଥାନ ପାଇଲା
ବୁଗୁଡା : ଗଞ୍ଜାମ ଜିଲ୍ଲା, ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ୧୧୧୫ ଟି ରଙ୍ଗୀନ ବୋତାମ ବ୍ୟବହାର କରି ୧୮ ଇଞ୍ଚ × ୧୫ ଇଞ୍ଚ ସ୍ଥାନରେ ମାଁ କନ୍ଧୁଣି ଦେବୀଙ୍କ କଳାକୃତି ତିଆରି କରି "ଇଣ୍ଡିଆ ବୁକ ଅଫ ରେକର୍ଡ୍ସ" ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି। ଶିଳ୍ପୀ ଶ୍ରୀ ମହାରଣା…