ଜ୍ଞାନଯଜ୍ଞ ହିଁ ସରସ୍ଵତୀ ପୂଜାର ପ୍ରକୃତ ମହତ୍ତ୍ବ
ଜଟିଆ ପାଲି ଗ୍ରାମରେ ସରସ୍ଵତୀ ମହୋତ୍ସବ ଓ ପ୍ରତିଭା ପୂଜନ ସମାରୋହ ଅନୁଷ୍ଠିତ ।
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ର ଜଟିଆପାଲି ଗ୍ରାମରେ ଡଃ.ଏ.ପି.ଜେ. ଅବଦୁଲ କଲାମ ଯୁବ କ୍ଲବ୍ ପକ୍ଷରୁ କୋଭିଡ୍ କଟକଣା ଭିତରେ…