ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡା ସହର ଉପକଣ୍ଠ ସୁନାରୀମୁଣ୍ଡା ନିକଟରେ ଥିବା ଏକ ହୋଟେଲ ସମ୍ମୁଖରେ ଜଣେ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କାରେ ତାର ମୃତ୍ୟୁ ଘଟିଛି । ମୃତକ ଭାଗିପାଲି ଗ୍ରାମର ଚନ୍ଦ୍ର ଶେଖର ସେଠୀ(୭୦) ବୋଲି ଜଣାପଡିଛି।ମୃତକ ସାଇକେଲ ରେ ଯାଉଥିବା ବେଳେ ଏକ…