ଯେତିକି ବଢୁଛି ଗ୍ରୀଷ୍ମ, ପରିସ୍ଥିତି ହେଉଛି ସେତିକି ବିଷମ
ପାଇପ ଉପରେ ପାଇପ ପଡୁଛି, ଯୋଜନା ଉପରେ ଯୋଜନା ବି ମାଳମାଳ
କି କାମ ହେଉଛି କେଜାଣି, ଲୋକଙ୍କୁ ମିଳୁନି ପାନୀୟ ଜଳ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ବିଭିନ୍ନ ୱାର୍ଡ ସମେତ ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ…