ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୁରୀରେ ୨୨୪.୫୫ କୋଟି ଟଙ୍କା ବ୍ୟୟରେ ୬୫୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ଏବଂ ଯାଜପୁରରେ ୪୨୬ .୫୧ କୋଟି ଟଙ୍କା ଖର୍ଚ୍ଚରେ ୧୦୦ ଶଯ୍ୟା…