ଜିତ କ୍ରିଏସନ ବ୍ୟାନରରେ ଶୁଭ ମହୁରତ ହେଲା ଛୋଟ ସମ୍ବଲପୁରୀ ମଜା ସିନେମା “”ଜଲ ଖିଆ””
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦର ଆନୁକୂଲ୍ୟରେ ରେ ଜିତ କ୍ରିଏସନ ପ୍ରଯୋଜନାରେ ଆଜି ସ୍ଥାନୀୟ ବୁଡପଡା ବୁରୋମାଲ ସ୍ଥିତ ରାଧାମାଧଵ ମନ୍ଦିର ପ୍ରାଙ୍ଗଣରେ ବିବେକାନନ୍ଦ ମିଶ୍ରଙ୍କ ଦ୍ବାରା ରଚିତ କାହାଣୀ , ସଂଳାପ ସମ୍ବଲପୁରୀ କ୍ଷୁଦ୍ର…