“ଆମର ଦିଲ୍ଲୀରେ କେହି ବସ ନାହାନ୍ତି ,ଓଡିଶାବାସୀ ଆମର ବସ ।
ଯୁବ କ୍ୟାଡରଙ୍କୁ ନବୀନ କହିଲେ ମନର କଥା
ଆମେ ମହାସମୁଦ୍ର, ମହାସମୁଦ୍ରର ଜଳବୁନ୍ଦା ନୁହଁ
ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ
ଭୁବନେଶ୍ୱର (ମାନସୀ ମିଶ୍ର ) : ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ଅବସରରେ ବିଜୁ ଜନତା ଦଳ ସଭାପତି ନବୀନ…