ସମ୍ବଲପୁରରେ ନାଇଟ୍ କର୍ଫ୍ୟୁ ଆରମ୍ଭ।
ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ସାରା ରାଜ୍ୟରେ ହୁ ହୁ ହୋଇ ବଡୁଥିବା ମହାମାରୀ କୋଭିଡ ରେ ବ୍ରେକ ଦେବା ପାଇଁ ରାଜ୍ୟ ର ୧୦ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିଛି । ତେବେ ସମ୍ବଲପୁର ଜିଲ୍ଲା ଠାରେ ମଧ୍ୟ ନାଇଟ୍…