ସମୂହ ବ୍ରତୋପ୍ନୋନୟନ୍ ଓ ମହିଳା ମହା ରୁଦ୍ରମ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ।

 ବାସୁଦେବପୁର -ଶୁଭୁଛି ଶଙ୍ଖ ଧ୍ୱନି, ଚାଲିଛି ବେଦ ମନ୍ତ୍ର ପାଠ, ନନା ଙ୍କ ମନ୍ତ୍ର ପାଠ ଚାଲିଛି, ବେଦୀ ରେ ବସିଛନ୍ତି ବ୍ରହ୍ମଚାରି, ସମୂହ ବ୍ରତୋପୋନୟନ୍ ଚାଲିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଗଦା ବିନାୟକପୁର ରେ, ସହ ଶହ ସଂଖ୍ୟା ରେ ଲୋକ ମାନେ ଉପସ୍ଥିତ…

ଚାଲନ୍ତୁ ଅଗ୍ନିଶମ୍ କେନ୍ଦ୍ର କୁ ଯିବା କାର୍ଯ୍ଯ କ୍ରମ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଦମକଳ କେନ୍ଦ୍ର କାର୍ଯ୍ୟାଳୟ ରେ ଚାଲନ୍ତୁ ଅଗ୍ନି ଶମ କେନ୍ଦ୍ର କୁ ଯିବା କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ବିଡ଼ିଓ ତନ୍ମିତା କର, ଅତିରିକ୍ତ ତହସିଲଦାର ଯୋଗ ଦେଇଥିଲେ। ଏହି ଅବସର ରେ  ଅଗ୍ନିଶମ…

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍: ୮୦୦୦ ଉପଭୋକ୍ତା ଉପକୃତ

ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି । ଏହି କ୍ରମରେ କମ୍ପାନୀ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ…

ଝାରସୁଗୁଡ଼ାରେ ଆଲୁମିନିୟମ୍‌ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ…

ଏହି ପଦକ୍ଷେପ ଦ୍ବାରା ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ଉନ୍ନତି ହେବା ସହ ନିଯୁକ୍ତି ସୁଯୋଗ ବଢିବ ଭୁବନେଶ୍ବର, ୧୦ ଏପ୍ରିଲ, ୨୦୨୬: ଭାରତର ବୃହତ୍ତମ ଆଲୁମିନିୟମ୍‌ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍‌ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ବାର ଲିଃ ( ସିଂଘଲ୍‌…

ପଞ୍ଚପଡ଼ା ହାଇସ୍କୁଲରେ ବେଦାନ୍ତର ଅଗ୍ନିସୁରକ୍ଷା ମକଡ୍ରିଲ

ଝାରସୁଗୁଡ଼ା, ୧୦/୦୪( )– ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଳୁମିନା କାରଖାନାର ସିଏସଆର କାର୍ଯ୍ୟକ୍ରମ ଅନୁସାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚପଡ଼ାରେ ଅଗ୍ନିସୁରକ୍ଷା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଦାନ୍ତ କାରଖାନାର ଅଗ୍ନି ସୁରକ୍ଷା…

ସାପ ଖାଇବାକୁ ଆସିଥିଲା ଅହିରାଜ:!

ଓଡ଼ଗାଁରୁ ୧୧ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ାଝୋଲା ସେକ୍ସନ ନିକଟସ୍ଥ ଘଡେ଼ଇ ବନ୍ଧ ଗାଁରୁ ଗୁରୁବାର ଅପରାହ୍ନରେ ଏକ ବିରାଟ ଅହିରାଜ (କିଙ୍ଗ କୋବ୍ରା) ସାପକୁ ବନ ବିଭାଗ ଉଦ୍ଧାର କରିଛି।…

କୋମଣ୍ଡ ଅଞ୍ଚଳରୁ ମାଙ୍କଡ଼ା ପଥର ଚୋରା ଚାଲାଣ ବନ୍ଦ ହେବକେବେ:

ଖଣି ମାଫିଆଙ୍କ ଚକ୍ରବ୍ୟୁହକୁ ଭେଦକରି ପାରୁନି ପ୍ରଶାସନ ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ରାଜସ୍ୱ ଅଞ୍ଚଳରେ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ହଜାର ହଜାର ଖଣ୍ଡ ପଥର ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ମାଫିଆଙ୍କ ଚକ୍ରବିହ୍ବକୁ…

୮୨ ଗ୍ରାମର ଧଳାଜହର ଜବତ। ଅଭିଯୁକ୍ତ ଗିରଫ

ଜଗତସିଂହପୁର,ତା-୦୯.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ବାଲିକୁଦା ଅବକାରୀ ଥାନା ପକ୍ଷରୁ ଅସିଳୋ ଛକରେ ଚଢାଉ କରାଯାଇ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଅଭିଯୁକ୍ତ ବିଶ୍ବଜିତ ସାହୁ ଙ୍କୁ ଗିରଫ କରାଯାଇଛି।ଗୁରୁବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର…

ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ

ଜଗତସିଂହପୁର, ତା ୯/୦୪/୨୬ ସୁମନ୍ତ କୁମାର ଦାସ:  ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ "ଆସ ବହିଟିଏ କିଣିବା" ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ…

ଝାମି ଗ୍ରାମ ରେ ହେଉଥିବା ମନ୍ଦିର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗ୍ରାମ ଠାରେ ବହୁ ପ୍ରତିକ୍ଷୀତ ମା ଠାକୁରାଣୀ ମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା କରିଥିଲେ ଗ୍ରାମବାସୀ , ଆର୍ଥିକ ଅସୁବିଧା ପାଇଁ ମନ୍ଦିର ନିର୍ମାଣ ହୋଇପାରିନଥିଲା। କିଛିଦିନ ତଳେ ଗ୍ରାମବାସୀ…