ଅଣ୍ଡର ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ:ଓଡ଼ଗାଁ (ସି)କୁ ହରାଇ ବାଙ୍କତରା କ୍ବାଟର ଫାଇନାଲକୁ ଉନ୍ନୀତ,
ଓଡ଼ଗାଁ ୧୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ ତରଫରୁ ସମ୍ପାଦକ ତଥା ଓଡ଼ଗାଁ ଅଞ୍ଚଳର ଖେଳ ମଣିଷ ଭାବେ ସୁପରିଚିତ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଥମ ଅଣ୍ଡର ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ…