ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସର୍ବାଧିକ ଶାସନ ବର୍ଷ ପାଇଁ ମନ୍ଦିର ରେ ପୁଜା ପାଠ

0

 ବାସୁଦେବପୁର – ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ର ସେବା, ସୂ ଶାସନ ର ସର୍ବାଧିକ ବର୍ଷ ଶାସନ, ଅବସର ରେ, ଆଜି ବାସୁଦେବପୁର ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ନେତୃତ୍ବ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ଜିଲ୍ଲା କୋଷାଧକ୍ଷ ଜୟ ପ୍ରକାଶ ମଲ୍ଲିକ, ସମସ୍ତ ମଣ୍ଡଳ ସଭାପତି, ସରପଞ୍ଚ,ବରିଷ୍ଠ ନେତୃତ୍ବ, ଯୁବ, ମହିଳା କର୍ମୀ ଓ ଶତାଧିକ କାର୍ଯ୍ୟ କର୍ତ୍ତା ଙ୍କ ଉପସ୍ଥିତି ରେ ମା ଭେଡ଼ା ନାୟୀକାଣି ମନ୍ଦିର ରେ ପୂଜା ପାଠ  ଓ ଦୀପ ଦାନ ସହ ପ୍ରଧାନ ମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରିଛନ୍ତି।

Leave A Reply

Your email address will not be published.