ଅଫେରା ରାଇଜରେ “ଅଭୁଲା ସ୍ୱର” ସ୍ରଷ୍ଟା
ଆଉ ନାହାନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର
ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସଂଗୀତ ନିର୍ଦ୍ଦେଶକ ଓ ଜଣାଶୁଣା ଭୂତତ୍ତ୍ଵବିତ ଶାନ୍ତନୁ ମହାପାତ୍ର ଆଉ ନାହାନ୍ତି | ବୁଧବାର ଏକ ଘରୋଇ ଡାକ୍ତରଖାନାରେ ଏହି ମହାନ ସଂଗୀତ ସ୍ରଷ୍ଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ 82 ବର୍ଷ…