ଭୁବନେଶ୍ୱର (ଶାସକ ପ୍ରଶାସକ) -କରୋନାରେ ପ୍ରାଣ ହରାଇଲେ ଆଉଜଣେ ବରିଷ୍ଠ ସାମ୍ବାଦିକ | କରୋନାରେ ସମ୍ବାଦର ପାଟଣାଗଡ଼ ପ୍ରତିନିଧି ଯତୀଶ ଖମାରୀଙ୍କ ଦେହାନ୍ତ ହୋଇଛି | କୋଭିଡ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରରେ ଚାଲିଥିଲା ତାଙ୍କର ଚିକିତ୍ସା |
Sign in
Sign in
Recover your password.
A password will be e-mailed to you.