ଭଦ୍ରକରେ ସ୍ମାର୍ଟ ଲାଇବ୍ରେରୀ ଓ ଚରମ୍ପାରେ ବିଜ୍ଞାନ ଗୃହର ନିର୍ମାଣ ପାଇଁ ବିଧାୟକଙ୍କ ଅନୁଦାନ ।

ଭଦ୍ରକ/(ସତ୍ୟଭୂଷଣ ସ୍ୱାମୀ),:ଭଦ୍ରକର ଉନ୍ନତି ପାଇଁ ଭଦ୍ରକ ବିଧାୟକ ଓ ସାଂସଦଙ୍କ ପ୍ରଚେଷ୍ଟା ଜାରି ରହିଛି।ଆଜି ଭଦ୍ରକ ସହରାଞ୍ଚଳର ବ୍ଲକ କଲୋନୀ ଠାରେ ସ୍ମାର୍ଟ୍ ଲାଇବ୍ରେରୀ କାର୍ଯ୍ୟର ଶୁଭାରମ୍ଭ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ଯାହାର ବ୍ୟୟ ଅଟକଳ ୨ କୋଟି…

ସାରର ଅତ୍ୟଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।   

ଭଦ୍ରକ;(ସତ୍ୟଭୂଷଣ ସ୍ୱାମୀ  ):ବିଭିନ୍ନ ପ୍ରକାରର ସାର ଯଥା ଡିଏପି ପକେଟ ( 50 କିଲୋ ) ପ୍ରତି  1200 ଟଙ୍କା ରୁ ଟ 1900 କୁ ବୃଦ୍ଧି, ଏନ ପି କେ-1  ଟ1175 ରୁ ଟ  1775 , ଏନ୍ ପି କେ -2 ଟ 1185 ରୁ ଟ 1800 ,ଏନ୍ ପି ଟ 925 ରୁ  1350 ଟଙ୍କା କୁ ବୃଦ୍ଧି ପାଇଛି । ସାର କ୍ଷେତ୍ରରେ ମୂଲ୍ୟ…

ମାଁ ସମଲେଶ୍ବରୀଙ୍କ ଦର୍ଶନରେ କଟକଣା।

 ସମ୍ବଲପୁର(ରମାକାନ୍ତ ବିଶ୍ୱାଳ ):-ଆଜିଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନରେ ଲାଗିଲା କଟକଣା। ସନ୍ଧ୍ୟା ୫ ଟା ପରେ ମାଙ୍କର ଦର୍ଶନ ସମ୍ପୁର୍ଣ୍ଣ ମନା। କାରଣ ଆଜିଠାରୁ ରାତ୍ରି କାଳୀନ କର୍ଫ୍ୟୁ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେଉଛି। ଏଣୁ ଭକ୍ତ ମାନଙ୍କୁ ଟ୍ରଷ୍ଟ…

ଆଜି ୪୪୪୫ ନୂଆ ପଜିଟିଭ 

ଭୁବନେଶ୍ୱର : ଆଜି ପୁଣି ନୂଆ ୪୪୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ଲୋକାଲ କଣ୍ଟାକ୍ଟ  ହେଉଛନ୍ତି ୧୮୭୧ ଜଣ | ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ ଜଣ ଚିହ୍ନଟ ହୋଇଛନ୍ତି  | ତୃତୀୟ ସ୍ଥାନରେ ଅଛି ନୂଆପଡା…

ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ଉଦଘାଟିତ

ପୋଲସରା   (ଡ଼ଃ.କୁମୁଦ କୁମୁଦ ଚନ୍ଦ୍ର ବେହେରା) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ମାରଦା ମନ୍ଦିର ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା "ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ"ର ଶୁଭ ଉଦଘାଟନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…

କରୋନା ଫାଇଟର ଏବଂ ଯୁବ ବିଜେଡି ପକ୍ଷରୁ କରୋନା ସଚେତନତା I

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ: ସମ୍ବଲପୁର ମହାନଗର ୧୧ନଂ ୱାର୍ଡ ଲରପଙ୍କ ସ୍ଥିତ ଖଡିଆପଡାଠାରେ ସମ୍ବଲପୁର ବିଜୁ ଯୁବ ଜନତା ଦଳ ଓ ଗତ ବର୍ଷ ଲକ୍ ଡାଉନ୍ ବେଳେ ପାଖାପାଖି ୧୫୦ ଦିନ ଧରି ବରଗଡ ତଥା ସମ୍ବଲପୁରର ଆଖ ପାଖ ଅଞ୍ଚଳରେ ଆବଶ୍ୟକତା ଥିବା ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିବା ବରଗଡ…

ମାନବାଧିକାର କର୍ମୀ ମନୋରଞ୍ଜନଙ୍କୁ ବାଣୀପୀଠ ସମ୍ମାନ I 

ସମ୍ବଲପୁର /ରମାକାନ୍ତ ବିଶ୍ୱାଳ: ମୟୁଭଞ୍ଜରେ ଥିବା ବାଣୀପୀଠ ତାର ୪୧ତମ ବାଣୀପୀଠ ମହୋତ୍ସବ ପ୍ରତିଭା ସମ୍ମାନ ସମାରୋହ ଚଳିତ ୧୭ ଏବଂ ୧୮ ତାରିଖରେ ପାଳନ କରିଛି। ଏହି ଅବସରରେ ସମ୍ବଲପୁର ଜିଲା ବୁର୍ଲା ସହରର ମାନବାଧିକାର କର୍ମୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ହରେ କୃଷ୍ଣ ସେବା ସ୍ମୃତି ସମ୍ମାନ ରେ…

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଜଳ ଛତ୍ର ପ୍ରକଳ୍ପ ର ଶୁଭାରମ୍ଭ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ- ସମ୍ବଲପୁର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ମେହେର ମୋବାଇଲ୍ ତରଫରୁ ପୋଡବାଡି ଛକ ଠାରେ ଜଳଛତ୍ର ର ଶୁଭାରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ରେ ମୂଖ୍ୟ ଅତିଥି ଭାବେ ଗୋଡଭଗା ଫାଣ୍ଡି ଅଧିକାରୀ ବାଲୁକେଶ୍ପର ନାଏକ, ସମ୍ମାନିତ…

ଖଇରମାଲରେ କରୋନା ସଚେତନତା I

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :  ଯୁଯୋମୁରା ବ୍ଲକ ଅନ୍ତର୍ଗତ ନୂଆଁବରଙ୍ଗାମାଲ ପଞ୍ଚାୟତର ଖଇରମାଲ ଠାରେ ରବିବାର କରୋନା ସଚେତନତା ସଭା ଅନୁଷ୍ଟିତ ହୋଇଛି। ମହିଳା ସ୍ୱୟଂ ସହାୟକ ଦଳକୁ ନେଇ ସଭାରେ କରୋନାର କାୟା ବୃଦ୍ଧିର କାରଣ ଓ ଏହାର ନିରାକରଣ ତଥା ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ଜନ…

ଲାଗୁ ହେଲା ନାଇଟ୍ କର୍ଫ୍ୟୁ : ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥର ନାକା ଗେଟ୍ ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ଦ୍ଵିତୀୟ ଲହରରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରୀ…