କରୋନା ଯୁଦ୍ଧରେ ହାରିଗଲେ ଅପରାଜିତା
ସମସ୍ତଙ୍କୁ ସେବା ବାଣ୍ଟୁଥିଲେ, ନିଜେ କରୋନାର ଶିକାର ହେଲେ
ବାରିପଦା,(ଦିଲ୍ଲୀପ ମହାନ୍ତି) - ସମସ୍ତଙ୍କୁ ସେବା ବାଣ୍ଟୁଥିଲେ। ମାତ୍ର ନିଜେ ମହାମାରୀ ର ଶିକାର ହୋଇଗଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଅସ୍ଥାୟୀ ସ୍ୱାସ୍ଥ୍ୟ…