ମାତିଛନ୍ତି ସାଇବର ଠକ : ଲୁଟି ହେଉଛନ୍ତି ଲୋକେ
କେଉଁଠି ଋଣ କରାଇଦେବା ନାଁରେ ତ , ଆଉ କେଉଁଠି ଟାୱାର କରାଇଦେବା ନାଁରେ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଚଳିତ ସପ୍ତାହ ୧୫ ଓ ୧୬ତାରିଖ ୨ଦିନ ଭିତରେ ଝାରସୁଗୁଡ଼ା ସହରାଞ୍ଚଳରେ ଦୁଇ ଜଣ ସାଇବର ଅପରାଧୀଙ୍କ ଠକେଇର ଶିକାର ହୋଇଥିଲେ। ପ୍ରଥମ ମାମଲା ବଡ଼ମାଲ ଥାନାଞ୍ଚଳରେ ଘଟିଥିଲା ଯେଉଁଥିରେ ରଣ…