ଜଙ୍ଗଲରେ ନିଆଁ ଲିଭାଇବା କାର୍ଯ୍ୟରେ ନିଯୁକ୍ତ ଅସ୍ଥାୟୀ କର୍ମଚାରୀର ମୃତଦେହ ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳ ଅଭୟାରଣ୍ୟର ବରହେଇପାଣି ରେଞ୍ଜର ତୁଳସୀବଣୀ ଗେଟ ନିକଟ ଚାଡିରିପାହାଡ଼ ନିକଟରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ନିଆଁଲିଭା କର୍ମଚାରୀ ବିର କିଶୋର ସିଂଙ୍କ ମୃତ୍ୟୁ ।ମୃତ୍ୟୁର କାରଣ ଅସ୍ପଷ୍ଟ ।ଆଜି ସେ ନିଆଁ ଲିଭା କାର୍ଯ୍ୟରେ ଉକ୍ତ…

ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ବିଶ୍ବବିଦ୍ୟାଳୟରେ ସୂଚନା ଅଧିକାର ଆଇନକୁ ଫୁଃ 

୩ବର୍ଷ ୮ମାସ ଅତିକ୍ରାନ୍ତ, ତଥାପି ସୂଚନା ମିଳୁନି ସୂଚନା କମିଶନଙ୍କ ଅଦାଲତରେ ମାମଲା ଆବେଦନକାରୀଙ୍କ କୌଣସି ସୂଚନା ନାହିଁ ସୂଚନା କମିଶନଙ୍କୁ ତଥ୍ୟ ମାଗିଲେ ବିଶ୍ବବିଦ୍ୟାଳୟ ପିଆଇଓ  ବାରିପଦା(ଦିଲ୍ଲୀପ ମହାନ୍ତି): ସୂଚନା ଅଧିକାର ଆଇନକୁ ଫୁଃ କରିଦେଇଛନ୍ତି…

ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟିଲା ଜିଲ୍ଲା ବିଜେପି

ରେଙ୍ଗାଲି/ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ଗତକାଲି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଝାଙ୍କରପାଲି ପଞ୍ଚାୟତ କୁସୁମଡ଼ିହି ଗ୍ରାମ ର ଦାମୋଦର ବଗର୍ତ୍ତି ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ କୁ ନେଇ ଅଞ୍ଚଳ ରେ ଖେଳି ଯାଇଛି ଶୋକ ର ଛାୟା ।  କେବଳ ପରିବାର ବନ୍ଧୁ ବର୍ଗ ନୁହଁନ୍ତି ସମଗ୍ର ଚାଷୀକୂଳ…

ଜୀବନ ହାରିଲେ ହତାଶ ଯୁବ ଚାଷୀ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-  ସମ୍ବଲପୁର ଜିଲ୍ଲା ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ରେଙ୍ଗାଲୀ ବ୍ଳକର କୁସମଡିହି ଗ୍ରାମରେ ମାନସିକ ଚାପରେ ରହି କୀଟନାଶକ ପିଇ ଜୀବନ ହାରିଲେ ହତାଶ ଯୁବ ଚାଷୀ ।  ସମ୍ବଲପୁର ଜିଲ୍ଲା ରେ କିଛି  ମାସ  ବ୍ୟବଧାନ ପରେ ପୁଣି…

ଆଜାଦ୍ ହିନ୍ଦ୍ ଯୁବକ ସଂଘର ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ :- ବରଗଡ ଜିଲ୍ଲା ରାୟଶୋଭା ଗ୍ରାମର ଆଜାଦ୍ ହିନ୍ଦ୍ ଯୁବକ ସଂଘ ଆନୁକୂଲ୍ୟରେ ତୃତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଇ କୃପା ହସପିଟାଲର ଯୁବ ଡାକ୍ତର ତଥା ଜଣାଶୁଣା ସମାଜସେବୀ ଡ. ସସ୍ମିତା ଦାସ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ…

ଲୋକକବି ହଳଧର ନାଗ ଆବାସିକ ବିଦ୍ୟାଳୟରେ ବୃକ୍ଷ ରୋପଣ

ବରଗଡ / ସୋହେଲା :- ପ୍ରଦୂଷଣ କାରଣରୁ ବର୍ତ୍ତମାନ ଅବସ୍ଥା ସାଙ୍ଘାତିକ ହେବାକୁ ବସିଲାଣି । ସରକାରୀ ଓ ବେସରକାରୀ ଖାଲି ସ୍ଥାନରେ , ଯେଉଁଠାରେ ସମ୍ଭବ ସେହି ସ୍ଥାନରେ ଗଛ ଲଗାଇବା ପାଇଁ ସରକାର ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ବର୍ତମାନ ଲୋକେ ମଧ୍ୟ ବୃକ୍ଷର ଆବଶ୍ୟକତା କୁ ବୁଝେଲେଣି । ସରକାର…

ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ/ଭୁବନେଶ୍ୱର – ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍…

ପୁରାତନ ଶିବ ମନ୍ଦିର ସ୍ଥାନାନ୍ତର ଓ ନୂତନ ମନ୍ଦିର ପାଇଁ ଭୂମି ପୂଜନ

ବରଗଡ :- ରାଜ୍ୟ ସରକାରଙ୍କ ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହେଲା ବିଜୁ ଏକ୍ସପ୍ରେସ ୱେ । ଚାରିଲେନ ବିଶିଷ୍ଟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେଲେ ଏହି ରାସ୍ତା ଉପରେ ପରୋକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭର କରୁଥିବା ଅଂଚଳ ବା ଅଂଚଳ ବାସୀଙ୍କର ଆର୍ଥିକ ଅଭିବୃଦ୍ଧି ହେବା ସହିତ…

ବନବିଭାଗ ଓ କାଠ ମାଫିଆଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଉ l

କଳାହାଣ୍ଡି /ତୁଳମଣି ନାଗ: ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ପୋଡୁ ଚାଷ ଆଲରେ ଜଙ୍ଗଳକୁ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ କରୁଛନ୍ତି ଓ କାଠ ମାଫିଆ ମନେ ଗଛ ହାଣି ଜଙ୍ଗଲ କୁ ପଦା କରି ନଷ୍ଟ କରିଦେଉଛନ୍ତି |ସେଥିପାଇଁ ଏହାର ପ୍ରତିବାଦରେ ଜଙ୍ଗଲ ସୁରକ୍ଷା ସମିତି…

ଗୋଏଲଙ୍କୁ ରାଜାଙ୍କ ଚିଠି : କେନ୍ଦ୍ର ତୁରନ୍ତ ଦେଉ ବକେୟା ସବସିଡ଼ି ଆଉ ଉଠାଉ ଚାଉଳ 

ଭୁବନେଶ୍ୱର(ଶାସକ ପ୍ରଶାସକ) :କେନ୍ଦ୍ରରୁ ଧାନକିଣା ବାବଦରେ ପାଇବାକୁଥିବା ପ୍ରଭିଜନାଲ ଓ ଅଗ୍ରୀମ ସବସିଡ଼ି ଅର୍ଥ ଠିକ୍ ସମୟରେ ମିଳୁ ନଥିବାରୁ ରାଜ୍ୟରେ ଧାନ ସଂଗ୍ରହ କରୁଥିବା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି । ଅଦ୍ୟାବଧି ଯୋଗାଣ ନିଗମକୁ ଧାନ ସଂଗ୍ରହ…