ବିଫଳ ରାୟଗଡା ଶ୍ରମ ବିଭାଗ – ବିଜେପି
ରାୟଗଡା/ ସରୋଜ ସାହୁ) – ରାୟଗଡା ଜିଲ୍ଲାରୁ ପ୍ରତିଦିନ ଦାଦନ ଖଟିବା ପାଇଁ ଶ୍ରମିକ ମାନେ ବାହାର ରାଜ୍ୟକୁ ବିନା ପଂଜିକରଣ ରେ ଯାଉଛନ୍ତି । ଦାଲାଲ ମାନଙ୍କ ମାଧ୍ୟମରେ ଯାଉଥିଲେ ମଧ୍ୟ ଶ୍ରମ ବିଭାଗ ପାଖରେ କୌଣସି ଖବର ନାହିଁ । ଶେଷରେ ଦାଦନ ହୋଇ ଯାଇ ଶବ ହୋଇ ଫେରୁଛନ୍ତି ଶ୍ରମିକ ମାନେ । ଗତ…