ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ
ବରଗଡ :-ବିଶ୍ୱ ଫଟୋ ଗ୍ରାଫି ଦିବସ ପ୍ରତିବର୍ଷ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ର ପବିତ୍ର ତୀର୍ଥ ସ୍ଥଳ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…