ଶିକ୍ଷକ ଶୂନ୍ୟ ଏକଲବ୍ୟ ସ୍କୁଲ, ଜ଼ିଲ୍ଲାପାଳଙ୍କୁ ଭେଟିଲେ ନାଗରିକ
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : କେନ୍ଦ୍ର ସରକାରଙ୍କ ଅନୁଦାନ ଦ୍ୱାରା ପରିଚାଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କୁଚିଣ୍ଡା ଉପଖଣ୍ଡ ସଦର ମହକୁମାରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଗତ ୪ ବର୍ଷ ହେଲା ପ୍ରତିଷ୍ଠିତ ହୋଇଛି l ଏହି ଉଚ୍ଚ ବିଦ୍ୟାଳୟ ରେ ୬ ଷ୍ଠ ରୁ ନବନ ଶ୍ରେଣୀ ପର୍ଯ୍ୟନ୍ତ…