କରୋନା ଟୀକା କିଣିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କଲେ ସରକାର

 ଲଢେଇକୁ ଅଧିକ ଶାଣିତ କରିବା ପାଇଁ   ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠିତ  ଭୁବନେଶ୍ଵର(ଶାସକ ପ୍ରଶାସକ) : ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ …

ଅକ୍ଷିମୁଠି ଅନୁକୂଳ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବାରିପଦା,(ଦିଲ୍ଲୀପ ମହାନ୍ତି):  ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷିମୁଠି ଅନୁକୂଳ ସମ୍ପାଦିତ ହୋଇଛି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୪.୩୭ ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତଦନୁଯାୟୀ…

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି

ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତାରେ କୋଭିଡ୍-୧୯ ନିୟମାବଳୀ କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଯୋଗାଇ…

ଧୁଷୁରୀ ଥାନା କାହା ଇଙ୍ଗିତରେ ଚାଲିଛି …ଲୋକେ ନ୍ୟାୟ ପାଇଁ ବାରଦ୍ଵାର ସୁଣ୍ଢିପିଣ୍ଡା ! 

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଅନେକ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଅଭିଯୋଗ ମଧ୍ୟ ବଢି ଚାଲିଛି ହେଲେ ଥାନାରେ ଥାନାବାବୁ ନ୍ୟାୟ ଦେବାରେ ଅକ୍ଷମ। ଅନେକ ଘଟଣା ଏଠାରେ ଘଟୁଥିଲେ ହେଁ ପୁଲିସ ମାମଲା ସମାଧାନ କରିବାରେ ଫେଲ ମାରୁଛି ! ଫଳରେ ସ୍ଥାନୀୟ…

ଅମ୍ଳଜାନ ସଙ୍କଟ ଦୂର କରିବାରେ ଦିଲ୍ଲୀ ସରକାର ବିଫଳ : ବୈଜୟନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ଅମ୍ଳଜାନ ସଙ୍କଟ ଦୂର କରିବାରେ କେଜ୍ରିୱାଲ ସରକାର ବିଫଳ ହୋଇଥିବା କହି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ଜୟ ପଣ୍ଡା ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି ସେ…

କାଳବୈଶାଖୀ ଆସିଲା, ଚାଲିଗଲା : ଚାଷୀଙ୍କ ମୁହଁର ହସ ଛଡାଇ ନେଲା

କୋମନା:(ଭାଗିରଥି ଭୋଇ): କାଳବୈଶାଖୀର ଅଦିନିଆ ବର୍ଷା ଆସିଲା, ଆଉ ଚାଲିଗଲା । କିନ୍ତୁ ନୂଆପଡା ଜିଲ୍ଲାର ତରଭୁଜ ଚାଷୀଙ୍କ ମୁହଁର ହସ ଛଡାଇ ନେଲା । ଏବେ ତରବୁଜ ଚାଷୀ ନିରାଶ ହୋଇ ପଡିଛନ୍ତି। ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଓ ବୁଦ୍ଧିକୋମନା ଅଞ୍ଚଳର ଚାଷୀ ଚଳିତ ବର୍ଷ ତରଭୁଜ ଚାଷ କରି…

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ୍ ବ୍ୟବସ୍ଥା କରିବା ପାଇଁ ଅନୁରୋଧ  ନୂଆଦିଲ୍ଲୀ- ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ୍ ବ୍ୟବସ୍ଥା କରିବା ପାଇଁ ତରୁନ୍ତ ବ୍ୟକ୍ତିଗତ…

ଭର୍ଚୁଏଲ ମାଧ୍ୟମରେ ବିଜେପିର ସାମ୍ବାଦିକ ସମ୍ମିଳନୀ 

 " ରାଜ୍ୟ ସରକାର ପୁଣି ଗ୍ରାମ ଗୁଡିକରେ କୋଭିଡ ଚିକିତ୍ସା କେନ୍ଦ୍ର ଆରମ୍ଭ କରନ୍ତୁ " ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ର ଭର୍ଚୁଏଲ ଜୁମ କନ୍ଫରେନ୍ସ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି। ଯେଉଁଥିରେ  ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି…

ପୁଣି ଏକ ବିରଳ ଉଦାହରଣ ସୃଷ୍ଟି କଲେ ମନ୍ତ୍ରୀ ସୁଶାନ୍ତ ସିଂ

ଭୁରି ଭୁରି ପ୍ରଶଂସା କଲେ ସ୍ଥାନୀୟ ଲୋକେ https://www.youtube.com/watch?v=zK7bfKQgsnU ବରଗଡ :- ଗତକାଲି ମଧ୍ୟ ରାତିରେ ହଠାତ୍ ଏକ ଫୋନ୍ ଆସିଲା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ପାଖକୁ ଯେ,ଭଟଲି ବ୍ଲକର ଜାମପାଲି (ଉର୍ଦୁନା) ଗ୍ରାମର ଜଣେ କରୋନା ସଂକ୍ରମିତ…

୨୪ ଘଣ୍ଟାଭିତରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧୮୦୫ 

ଭୁବନେଶ୍ୱର :   ଗତ ୨୪ ଘଣ୍ଟାଭିତରେ ରାଜ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୧୮୦୫ ପହିତିଭ   | ଗତ ୨୪ ଘଣ୍ଟା ମଧ୍ୟରେ  ଚିହ୍ନଟ ହୋଇଥିବା ୧୧୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗ ରୋଧରୁ  ୬୬୧୧  ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୫୧୯୪ |  ଖୋରଧା ଜିଲ୍ଲାରେ ସର୍ବାଧିକ ୧୪୧୪ …