କିସରେ ଫୁଟ୍ବଲ୍ ଫର୍ ସ୍କୁଲ୍ ଉଦ୍ଘାଟିତ
କ୍ରୀଡ଼ାରେ ବିନିଯୋଗ ହିଁ ଯୁବଗୋଷ୍ଠୀ ପାଇଁ ବିନିଯୋଗ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଫିଫା ଓ କିସ୍ର ମିଳିତ ସହଯୋଗରେ ବୁଧବାର କିସ୍ରେ ଫୁଟ୍ବଲ୍ ଫର୍ ସ୍କୁଲ୍ କାର୍ଯ୍ୟକ୍ରମକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ରେ ଉଦ୍ଘାଟନ କରିଛନ୍ତି । ସମଗ୍ର ବିଶ୍ୱରେ ପ୍ରଥମ ଥର…