ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜେଡ଼ି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ସାଢେ଼ ୪ କୋଟି ଓଡ଼ିଆଙ୍କ ସେବାରେ ହେବ ସମର୍ପିତ: ପ୍ରଣବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେଡି ରାଜ୍ୟ କାର୍ଯ୍ୟାଳୟ (ମୁଖ୍ୟାଳୟ) ରୂପରେଖ ବଦଳିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବ ଦଳର ନୂତନ ମୁଖ୍ୟାଳୟ । ପ୍ରସ୍ତାବିତ କୋଠା ୪ ମହଲା (ବେସ୍ମେଣ୍ଟ୍+ଗ୍ରାଉଣ୍ଡ୍ ଫ୍ଲୋର୍+ପ୍ରଥମ,…