ମାନବ ଅଧିକାର କମିଟିର ଜଗନ୍ନାଥପ୍ରସାଦ ବ୍ଲକ ପରିଦର୍ଶନ, ପାଲାପଡ଼ାର ସାମାଜିକ ବାଛନ୍ଦ ପରିବାରଙ୍କ ସହ ଆଲୋଚନା

ବ୍ରହ୍ମପୁର, (ଶାସକ ପ୍ରଶାସକ) :ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ପାଲାପଡ଼ା ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ଯୋଶଦା ପ୍ରଧାନ ଏବଂ ତାଙ୍କ ଏକମାତ୍ର ପୁଅ ଅଶୋକ ପ୍ରଧାନ କେଉଁ କାରଣରୁ ତାଙ୍କ ସ୍ୱାମୀ ଗ୍ରାମ ପାଲାପଡାରୁ ସାମାଜିକ ବାଛନ୍ଦ ହୋଇ ଆଜକୁ ଦୀର୍ଘ…

ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ପଦ୍ମପୁର ବନ୍ଦ ଡାକରା ।

ପଦ୍ମପୁର(ଶାସକପ୍ରଶାସକ)-ଦିନ ଗଡି ଚାଲିଛି, ସାରା ଆନ୍ଦୋଳନ ତିବ୍ରତର ହେଉଛି। ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାର ସିବିଆଇ ତଦନ୍ତ ସହ ହତ୍ୟାରେ ସମ୍ପୄକ୍ତ ଥିବା ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସାରା ରାଜ୍ୟରେ ଉଷ୍ମତା ରହିଛି । ଏହି ସବୁଦାବୀ ନେଇ…

ବାଳ ମୁକୁନ୍ଦ-ଆଭାସୀ “କୃପାଳୁ ଶିଶୁ ସାହିତ୍ୟ ଆସର”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଚଳିତ ମାସର ଶେଷ ରବିବାର ଦିନ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଆଭାସୀ(ଅନ୍ ଲାଇନ୍) ମାଧ୍ୟମରେ ଶିଶୁ ସାହିତ୍ୟ ଆସର "ଆମ ଭାଷା , ସାହିତ୍ୟ ଓ ସଂସ୍କୃତି" ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଥମେ…

ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ

ହାଟଡିହୀ,(ଶାସକପ୍ରଶାସକ)- ଗତ ୨୬ ତାରଖରେ ସଂରକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକର ସବୁ ରାଜନୈତିକ ଦଳ ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ ଆରମ୍ଭ କରିଦେଲେଣି । ଏ କ୍ଷେତ୍ରରେ ବିଜୁ ଜନତା ଦଳ ଆଗୁଆ ଥିବାବେଳେ ବିଜେପି ପରିସ୍ଥିତିର ଅନୁଧ୍ୟାନ କରୁଛି…

ଓଡିଶା କନିଷ୍ଠ ଶିକ୍ଷକ ସଂଘଙ୍କ ଦୁଇ ଦଫା ଦାବୀପତ୍ର ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡ ଜିଲ୍ଲା ମନିଗୁଡା ବ୍ଲକର ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବୀପତ୍ର ବିଇଓ ଓ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦୁଇହଜାର ଷୋହଳ ମସିହା ଠାରୁ ଆଜି ପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ମାନଙ୍କର…

ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ହେଲେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାର, ବିଭିନ୍ନ ଅନୁଷ୍ଠାନ…

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାାଣୀ ଦାସ ଅନୁମୋଦନ କରିଛନ୍ତି। ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାର…

ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ।

ପଦ୍ମପୁର(ଶାସକପ୍ରଶାସକ)-ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି । ଶ୍ରୀଯୁକ୍ତ ଅମରଦୀପ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଭକ୍ତ ହରି ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ…

ଠିକା କାମକୁ ନେଇ ସାମ୍ବାଦିକ ଓ ନାଏବ ସରପଞ୍ଚ ମଧ୍ୟରେ ଛକାପଞ୍ଝା

ମାଲକାନଗିରି ଜିଲ୍ଲା ସଦର ବ୍ଲକର ଗୌଡଗୁଡା ପଞ୍ଚାୟତର ନାଏବ ସରପଞ୍ଚ ନିରଞ୍ଜନ ହାଲଦାର ଓ ଏକ ଛାପା ଗଣ ମଧ୍ୟମର ସାମ୍ବାଦିକ ଅସୀମ ବିଶ୍ବାସଙ୍କ ମଧ୍ୟରେ ଠିକା କାମକୁ ନେଇ ଶୀତଳ ଯୁଦ୍ଧ ଜାରି ହୋଇଛି । ପରସ୍ପର ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ସାମ୍ବାଦିକ ଶ୍ରୀ ବିଶ୍ବାସ ଏକ ଖବର…

ୱାର୍ଲଡ ୟୁନିଭରସିଟି ଗେମ୍‍ ପାଇଁ କିଟ୍‍ ନୋଡାଲ୍‍ ସେଣ୍ଟର ମନୋନୀତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ଡବ୍ଲୁୟୁଜି) ୨୦୨୨ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ ହୋଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ନୋଡ଼ାଲ୍‍ ସେଣ୍ଟର ପାଇଁ ମନୋନୀତ…

କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲାର ରବି ଋତୁ ପାଇଁ କାର୍ଯ୍ୟ କୌଶଳ ବୈଠକ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାୟଗଡଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦ୍ଵାରା ଆହୁତ ଏହି ସଭାରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର…